PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଚୀନ୍‌ର ସବୁ ଯୋଜନାକୁ ପଣ୍ଡ କରିବ ସେନାର ‘ପ୍ଲାନ୍‌ ୧୯୦’ !

ନୂଆଦିଲ୍ଲୀ : ଲାଇନ୍‌ ଅଫ୍‌ ଆକ୍‌ଚୁଆଲ କଣ୍ଟ୍ରୋଲରେ ଭାରତ ଓ ଚୀନ୍ ମଧ୍ୟରେ ଅଶାନ୍ତ ବାତାବରଣ ଗଭୀର ହେବାରେ ଲାଗିଛି । ଉଭୟ ଦେଶ ସର୍ଦ୍ଦି ଆସିବା ପୂର୍ବରୁ ବର୍ଡରରେ ଅସ୍ତ୍ରଶସ୍ତ୍ର ଜମା କରିବାରେ ଲାଗିଛନ୍ତି । ଚାଇନାର ବଢ଼ୁଥିବା ଅନୁପ୍ରବେଶକୁ ଦେଖି ଭାରତୀୟ ସେନା ପ୍ଲାନ୍‌ ୧୯୦ ଉପରେ କାମ କରୁଛନ୍ତି । ରିପୋର୍ଟ ମୁତାବିକ ଏହି ପ୍ଲାନ୍‌ ମୁତାବକ ସୈନିକଙ୍କୁ ଆକ୍ରମଣାତ୍ମକ କରାଯାଉଛି । ଏବେ ଆସନ୍ତୁ ପ୍ଲାନ୍‌ ୧୯୦ ବିଷୟରେ ବିସ୍ତୃତ ଭାବେ ଜାଣିବା । ପ୍ରଥମେ ବର୍ଷା , ଏବେ ତୁଷାରପାତ ନେଉଛି ଜୀବନ – ଉତ୍ତରାଖଣ୍ଡରେ ୧୩ ମୃତ୍ୟୁ

ଏବିପି ନ୍ୟୁଜ୍‌ ରିପୋର୍ଟ ମୁତାବିକ୍, ଲାଇନ୍‌ ଅଫ୍‌ ଆକଚୁଆଲ କଣ୍ଟ୍ରୋଲରେ ମୁତୟନ ସୈନିକଙ୍କୁ ପ୍ରତିଦିନ ୧୯୦ ମିନିଟ୍‌ର ଏକ ସ୍ୱତନ୍ତ୍ର ଡ୍ରିଲ୍‌ରେ ଯିବାକୁ ହୋଇଥାଏ । ଏହି ଅନୁସାରେ ପାଖାପାଖି ୧୫ ହଜାର ଫୁଟର ଉଚ୍ଚତାରେ ସୈନିକମାନେ ୧୪୦ ମିନିଟ୍‌ର ଫିଜିକଲ  ଏକ୍ସରସାଇଜ୍‌ କରିଥାନ୍ତି । ଏଥିରେ ମାର୍ଶଲ ଆର୍ଟ ଆଦି ସାମିଲ ଅଛି । ଏହାପରେ  ୫୦ ମିନିଟ୍‌ର ଆକ୍ରାମଣାତ୍ମକ କାର୍ଯ୍ୟକଳାପକୁ ଅତିକ୍ରମ କରିବାକୁ ହୁଏ ।ଏହି ଅନୁସାରେ ଶତ୍ରୁର  ପୁତଳିକା ଉପରେ ରାଇଫଲ ଦ୍ୱାରା ଆକ୍ରମଣ କରିବାକୁ ହୁଏ । ଟାୟାରକୁ ହାତୁଡିରେ ପିଟିବା ଓ କାଠ ବଣ୍ଡଲକୁ ଏକ ଟାଙ୍ଗିଆରେ ଖୁବ୍‌ ଶୀଘ୍ର ଦୁଇ ଫାଳ କରିବାକୁ ହୋଇଥାଏ ।

ଭାରତୀୟ ସେନାର ତୱାଙ୍ଗ ବ୍ରିଗେଡ୍‌( କୋରିଆ ବ୍ରିଗେଡ)ର ସୈନିକ ଏହି ପ୍ଲାନ୍‌ ଉପରେ ତାଲିମ ନେଇ ନିଜକୁ ଆକ୍ରମଣାତ୍କମ କରୁଛନ୍ତି , ଏହାକୁ ଶତ୍ରୁକୁ କୌଣସି ପ୍ରକାରେ ସୁଯୋଗ ହିଁ ଦିଆଯିବ ନାହିଁ । ସଦ୍ୟ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବିକ ଯଦି ବର୍ଡରରେ ଅନୁପ୍ରବେଶ ଜାରି ରହେ ତ ଭାରତୀୟ ସେନା ତାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଆପଣାଇ ପାରେ ।

ସମ୍ବନ୍ଧିତ ଖବର