ପ୍ରମୁଖ ଖବର
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ,୧୨।୭: ଚୀନ୍ ସହିତ ଜାରି ସୀମା ବିବାଦ ଭିତରେ, ଭାରତୀୟ ସେନା ଆମେରିକାରୁ ୭୨,୦୦୦ ସିଗ୍ ୭୧୬ ଆସଲ୍ଟ ରାଇଫଲ କିଣିବାକୁ ଯାଉଛି। ଏହି ରାଇଫଲର ପ୍ରଥମ ବ୍ୟାଚରେ ୭୨,୦୦୦ ରାଇଫଲ ଆସିଯାଇଛି ଓ ଏହାକୁ ସେନା ବ୍ୟବହାର ପାଇଁ ଏବଂ ଅନ୍ୟ ସ୍ଥାନକୁ ପଠାଯାଇ ସାରିଛି। ଏବେ ଖୁବ୍ ଶୀଘ୍ର ଏହାର ଦ୍ବିତୀୟ ବ୍ୟାଚ୍ ଭାରତ ଆସିବାକୁ ଯାଉଛି।

ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ସଶସ୍ତ୍ରବଳକୁ ମିଳିଥିବା ଆର୍ଥିକ ଶକ୍ତି ଅନୁସାରେ ଆମେ ଏଭଳି ୭୨୦୦୦ ଓ ରାଇଫଲର ଅର୍ଡର ଦିଆଯାଉଛି। ଭାରତୀୟ ସେନା ନିଜର ଆତଙ୍କ ନିରୋଧୀ ଅଭିଯାନକୁ ବଢାଇବା ପାଇଁ ସିଙ୍ଗ ସାୟର ଆସଲ୍ଟ ରାଇଫଲର ପ୍ରଥମ ବ୍ୟାଚ୍ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.