ଭାରତୀୟ କଂପାନି ସେନା ପାଇଁ ତିଆରି କରିଛି ସ୍ନାଇପର ରାଇଫଲ

ନୂଆଦିଲ୍ଲୀ ୧୫/୯: ଭାରତ ନିଜ ସେନାବାହିନୀ ପାଇଁ ଆବଶ୍ୟକ ସ୍ନାଇପର ରାଇଫଲ ବିଦେଶରୁ କ୍ରୟ କରୁଥିଲାବେଳେ ଏବେ ଏକ ଭାରତୀୟ କଂପାନି ଏଭଳି ରାଇଫଲ ନିର୍ମାଣ କରିଛି । ବେଙ୍ଗାଲୁରୁ ସ୍ଥିତ ଏସଏସସି ଡିଫେନ୍ସ ନାମକ ଏହି କଂପାନି ଭାଇପର ଏବଂ ସାବର ନାମକ ଦୁଇଟି ସ୍ନାଇପର ରାଇଫଲ ତିଆରି କରିଛି ।

ଭାଇପର ରାଇଫଲର ରେଞ୍ଜ ୧୦୦୦ ମିଟର ହୋଇଥିଲାବେଳେ ସାବର ରାଇଫଲର ରେଞ୍ଜ ହେଉଛି ୧୫୦୦ ମିଟର । ଲକ୍ଷ୍ୟଭେଦ କରିବାର କ୍ଷମତା ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟକୁ ବିଚାରକୁ ନେଲେ ଏହି ରାଇଫଲଗୁଡିକ ବିଦେଶୀ କଂପାନିଙ୍କ ଦ୍ୱାରା ନିର୍ମିତ ସ୍ନାଇପର ରାଇଫଲର ସମକକ୍ଷ ବୋଲି ଉକ୍ତ କଂପାନି ଦାବି କରିଛି ।

   ସମ୍ବନ୍ଧିତ ଖବର


ବନ୍ଦ ହୋଇପାରେ ପ୍ଲାଜମା ଥେରାପି, ରୋଗୀଙ୍କ ଚିକିତ୍ସାରେ ହେଉନାହିଁ ପ୍ରଭାବୀ…

‘ଭୂତ ପୁଲିସ’ ପାଇଁ ୟାମି ପ୍ରସ୍ତୁତ, ଟ୍ବିଟ କରି ଦେଲେ ସୂଚନା…

ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର