ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଏ ବର୍ଷର ଥିମ୍‌ ‘ଶିକ୍ଷା ଓ ଅନୁସନ୍ଧାନ ପାଇଁ ସଂଗ୍ରହାଳୟ’

ନୂଆଦିଲ୍ଲୀ ୧୮/୦୫: ଇଣ୍ଟର୍‌ନ୍ୟାସନାଲ କାଉନ୍‌ସିଲ ଅଫ୍‌  ମ୍ୟୁଜିୟମ୍ସ (ଆଇସିଓଏମ୍‌) ୧୯୭୭  ମସିହାଠାରୁ ପ୍ରତି ବର୍ଷ ମେ ୧୮ ତାରିଖରେ ଅନ୍ତର୍ଜାତୀୟ ସଂଗ୍ରହାଳୟ  ଦିବସ ପାଳନ କରୁଛି । ସାଂସ୍କୃତିକ  ବିନିମୟ, ସଂସ୍କୃତିର ସମୃଦ୍ଧି ଏବଂ  ଆପୋସ ବୁଝାମଣାର ବିକାଶ,  ଲୋକଙ୍କ ମଧ୍ୟରେ ସହଯୋଗ ଓ  ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ  ହେଉଛି ସଂଗ୍ରହାଳୟ । ଏ ବିଷୟରେ ଜନସଚେତନା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ । ଆମ  ଚତୁପାଶ୍ୱର୍ର ପୃଥିବୀକୁ ପରିବର୍ତ୍ତନ  କରିବାର ଶକ୍ତି ସଂଗ୍ରହାଳୟର  ରହିଛି । ଆବିଷ୍କୃତ ଅତୁଳନୀୟ ସ୍ଥାନ ଦ୍ୱାରା ଏହା ଆମକୁ ଅତୀତ  ବିଷୟରେ ଶିକ୍ଷା ଦିଏ ଏବଂ ନୂଆ  ବିଚାର ନିମନ୍ତେ ଆମ ମନକୁ ଉନ୍ମୁକ୍ତ  କରେ । ଉତ୍ତମ ଭବିଷ୍ୟତ ନିର୍ମାଣରେ  ଏହି ଦୁଇଟି ହେଉଛି ଗୁରୁତ୍ୱପୂର୍ଣ୍ଣ  ପାହାଚ । ଚଳିତ ବର୍ଷ ଏହି ଦିବସର  ବିଷୟ ରହିଛି ‘ଶିକ୍ଷା ଓ ଅନୁସନ୍ଧାନ  ପାଇଁ ସଂଗ୍ରହାଳୟ’।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.