PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଆଇଫୋନ୍ ୧୧ ପ୍ରୋ ଗୋଲ୍ଡ-ଡାଇମଣ୍ଡ ଏଡିସନର ମୂଲ୍ୟ ୯୧ ଲକ୍ଷ ଟଙ୍କା, ଏହି ଦିନ ହେବ ଲଞ୍ଚ

ନୁଆଦିଲ୍ଲୀ ୧୩/୧୨: ଆପଲ ଆଇଫୋନ୍ ୧୧ ପ୍ରୋର ଗୋଲ୍ଡ ଓ ଡାଇମଣ୍ଡ ଏଡିସନ୍ କ୍ରିସମସ ଅବସରରେ ଲଞ୍ଚ ହେବ । ଏହାର ପ୍ରାରମ୍ଭିକ ମୂଲ୍ୟ ୯୧ ଲକ୍ଷ ଟଙ୍କା ରହିବ । ଆଇଫୋନ୍ ୧୧ ପ୍ରୋ ମ୍ୟାକ୍ସର ମୂଲ୍ୟ ୯୯ ଲକ୍ଷ ଟଙ୍କା ରହିବ । ସାରା ଦୁନିଆରେ ଏହାର ଫ୍ରି ଡେଲଭରୀ ହେବ । ଏହି ଫୋନ୍ ୭୫୦ କଣ୍ଟେଣ୍ଟ ଗୋଲ୍ଡରେ କଭର ହେବ । ଏହାର ରିୟର ପ୍ୟାନେଲର ମଝିରେ ୩ କ୍ୟାରେଟର ଡାଇମଣ୍ଡ ରହିଛି । ଏହା ଆଖପାଖରେ ୮ ଛୋଟ ଛୋଟ ଡାଇମଣ୍ଡ ମଧ୍ୟ ଲାଗିଛି ।

ସମ୍ବନ୍ଧିତ ଖବର