ପ୍ରମୁଖ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଷ୍ଟାର ସ୍ପୋର୍ଟ୍ସ ଉପରେ ବର୍ଷିଲେ ରୋହିତ ଶର୍ମା, ପ୍ରାଇଭେସୀକୁ ନେଇ ଉଠାଇଳେ ପ୍ରଶ୍ନ

ନୂଆଦିଲ୍ଲୀ, ୧୯/୫ : ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ନିକଟରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ରୋହିତ କ୍ୟାମେରାମ୍ୟାନଙ୍କୁ କହୁଥିବା ନଜର ଆସିଥିଲେ କି ତାଙ୍କ କଥାବାର୍ତ୍ତା ରେକର୍ଡିଂ ନ କରିବାକୁ । କିନ୍ତୁ ରୋହିତ ଶର୍ମାଙ୍କ ଏହି କ୍ଲିପ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏବଂ ରୋହିତ ଶର୍ମାଙ୍କ କଥାବାର୍ତ୍ତା ରେକର୍ଡିଂ ନ କରିବାର ବୟାନ ବି ଟିଭିରେ ପ୍ରସାରିତ କରାଯାଇଛି । ଏହାକୁ ନେଇ ଭାରତୀୟ ଅଧୀନାୟକ ରାଗି ଯାଇଛନ୍ତି ଏବଂ ସେ ଆଇପିଏଲର ଅଫିସିଆଲ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟ୍ସ ଉପରେ ପ୍ରାଇଭେସୀକୁ ନେଇ ପ୍ରଶ୍ନ ଛିଡ଼ା କରିଛନ୍ତି ।

ରୋହିତ ଶର୍ମା ରବିବାର ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଲେଖିଛନ୍ତି କି, କ୍ରିକେଟରଙ୍କ ଜୀବନରେ ଏତେ ହସ୍ତକ୍ଷେପ ହୋଇଗଲାଣି ଯେ କ୍ୟାମେରା ଏ‌ବେ ଆମର ପ୍ରତି ଷ୍ଟେପ ଏବଂ କଥାବାର୍ତ୍ତା ରେକର୍ଡିଂ କରୁଛି । ଯାହା ଆମେ ନିଜ ବନ୍ଧୁ ଏବଂ ସହକର୍ମୀଙ୍କ ସହ ପ୍ରଶିକ୍ଷଣ ସମୟରେ ତଥା ମ୍ୟାଚ୍ ଦିନ ଏକାନ୍ତରେ କରୁଛନ୍ତି । ଷ୍ଟାର ସ୍ପୋର୍ଟ୍ସରେ ମୋର କଥାବାର୍ତ୍ତାକୁ ରେକର୍ଡ ନ କରିବା ଲାଗି କହିବା ପରେ ଏହାକୁ ଅନ ଏୟାର କରାଯାଇଛି, ଯାହା ଗୋପନୀୟତାର ଉଲ୍ଲଂଘନ ଅଟେ । ଏକ୍ସକ୍ଲ୍ୟୁସିବ କଣ୍ଟେଣ୍ଟ ଏବଂ ଭିୟୁଜ ଏବଂ ଏନଗେଜମେଣ୍ଟ ଉପରେ ଫୋକସ ଗୋଟିଏ ଦିନ ପ୍ରଶଂସକ, କ୍ରିକେଟର ଏବଂ କ୍ରିକେଟ ମଧ୍ୟରେ ବିଶ୍ବାସ ଭାଙ୍ଗିଦେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.