PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ଭାରତ ପରେ ଏବେ ଏହି ଶକ୍ତିଶାଳୀ ଦେଶ ପାକିସ୍ତାନକୁ ଦେଲା ଚେତାବନୀ, ‘ପରିଣାମ ଭୋଗିବାକୁ ପଡିବ’

source:zeenews.india.com

ନୁଆଦିଲ୍ଲୀ ୨୨/୨: ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଏବେ ସବୁଆଡୁ ଚାପ ପଡିବାରେ ଲାଗିଛି । ଇରାନ୍ ମଧ୍ଯ ଶୁକ୍ରବାର ପାକିସ୍ତାନକୁ ଚେତାବନୀ ଦେଇ  ଆତଙ୍କୀ ସଙ୍ଗଠନ ଉପରେ କାର୍ଯାନୁଷ୍ଠାନ ନେବା ପାଇଁ ତାଗିଦ୍ କରିଛି । ଇରାନର କୁଦେ ସେନାର କମାଣ୍ଡର କହିଛନ୍ତି ଯେ ପାକିସ୍ତାନ ଯେମିତି ପଡୋଶୀ ଦେଶରେ ଆତଙ୍କବାଦ ନ ଖେଳାଉ । ଯଦି ସେ ଏମିତି କରେ ତେବେ ତାକୁ ଏହାର ପରିଣାମ ଭୋଗିବାକୁ ପଡିବ ।

କହିରଖୁଛୁ ଇରାନ୍ ମଧ୍ୟ ପାକିସ୍ତାନ ଦ୍ୱାରା ପ୍ରୟୋଜିତ ଆତଙ୍କବାଦ ପାଇଁ ଚିନ୍ତାରେ ପଡିଛି । ପାକିସ୍ତାନୀ ବର୍ଡରରୁ ଇରାନର ସିସ୍ତାନ-ବଲୁଚିସ୍ତାନ ପ୍ରାନ୍ତରେ ୧୩ ଫେବୃୟାରୀରେ କିଛି ଆତଙ୍କୀ ରେଭ୍ଯୁଲ୍ସନାରୀ ଗାର୍ଡ୍ସଙ୍କ ଏକ ବସ୍ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ୨୭ ଜଣ ମୃତ୍ଯୁ ହୋଇଥିଲା । ଏହି ଆକ୍ରମଣର ମୁଖ୍ଯ ଆତଙ୍କୀ ଥିଲା ପାକିସ୍ତାନର ହଫିଜ୍ ମହମ୍ମଦ ଅଲ୍ଲୀ ।

୧୪ ଫେବୃୟାରୀରେ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ୪୦ ଜଣ ଯବାନ୍ ଶହୀଦ ହୋଇଥିଲେ । ଏହି ଆକ୍ରମଣର ମୁଖ୍ଯ ଦୋଷୀ ଥିଲା ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । କହିରଖୁଛୁ ୟୁଏନଏସସି ମଧ୍ଯ ଗୁରୁବାର ପୁଲୱାମା ଆକ୍ରମଣକୁ କଡା ନିନ୍ଦା କରିଛି ।

ସମ୍ବନ୍ଧିତ ଖବର