ଏହି ସବୁ ଦେଶରେ ଲାଗିଥାଏ ଅଦ୍ଭୁତ ମେଳା,ଗୋଟିଏ ରାତି ପାଇଁ ପତି-ପତ୍ନୀ ହୋଇଥାନ୍ତି ଅଦଳବଦଳ

ନୂଆଦିଲ୍ଲୀ,୨୨।୮: ବିଶ୍ବରେ ଏଭଳି ସ୍ଥାନ ରହିଛି ଯେଉଁଠି ଲୋକେ ନିଜର ପତ୍ନୀଙ୍କୁ ଅନ୍ୟ ଲୋକଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଅନୁମତି ଦେଇଥାନ୍ତି। ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ କଥାଟି ସତ। ଏଭଳି ଘଟଣା ନାଇଜେରିଆରେ ଦେଖିବାକୁ ମିଳିଥାଏ. ଯେଉଁଠି ବୁଦାବେ ସମ୍ପ୍ରଦାୟର ଲୋକଙ୍କର ରହିଛି ଅଦ୍ଭୁତ ପରମ୍ପରା। ଏହି ସବୁ ଘଟଣା ନାଇଜେରିଆରେ ପ୍ରତିବର୍ଷ ହେଉଥିବା ମେଳାରେ ଘଟିଥାଏ, ଯେଉଁଠି ରହୁଥିବା ବୁଦାବେ ସମ୍ପ୍ରଦାୟର ଲୋକ ଅଦ୍ଭୁତ ପରମ୍ପରା ଅନୁସାରେ ସେମାନେ ନିଜର ପତ୍ନୀଙ୍କୁ ଅନ୍ୟମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବାକୁ କୁହନ୍ତି।

ଏହି ପ୍ରଥା ଅନୁସାରେ ବୁଦାବେ ସମ୍ପ୍ରଦାୟର ସମସ୍ତ ମହିଳା ଏବଂ ପୁରୁଷ ଖୁବ୍ ସଜବାବଜ ହୋଇ ଆସିଥାନ୍ତି ଏବଂ ନିଜ ନିଜର ସ୍ତ୍ରୀଙ୍କୁ ଅଦଳ ବଦଳ କରିଥାନ୍ତି। ତେବେ ଏହି ମେଳାରେ ଏଭଳି ପରମ୍ପରା ରହିଛି ଯେ, କୌଣସି ପୁରୁଷ ଗୋଟିଏ ରାତି ପାଇଁ ଅନ୍ୟ କାହାର ପତ୍ନୀ ସହିତ ତା’ର ସହମତିରେ ତାକୁ ସେଠାରୁ ନେଇ ତା ସହିତ ଶାରିରୀକ ସମ୍ପର୍କ ରଖିପାରିବ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଏହି ଲୋକମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ପ୍ରଥାକୁ ପାଳନ କରୁଛନ୍ତି। ସେମାନେ ଏହାକୁ ଖୁବ୍ ସ୍ପେଶାଲ ବୋଲି ମଧ୍ୟ ମାନନ୍ତି। ଯାହାର ପତ୍ନୀ ସହିତ ଏଭଳି ଘଟଣା ଘଟିଥାଏ ତାହା ସେହି ପୁରୁଷ ପାଇଁ ଖୁବ୍ ଶୁଭ ବୋଲି ମନେକରାଯାଏ।

ଏଭଳି ପରମ୍ପରା ଇଣ୍ଡୋନେସିଆର ପୋର୍ଣ୍ଣ ମହୋତ୍ସବ ରୂପରେ ଦେଖିବାକୁ ମିଳିଥାଏ। କିନ୍ତୁ ସେଠାରେ ପ୍ରତି ବର୍ଷରେ ଥରେ କିମ୍ବା ୨ ଥର ନୁହେଁ ବଂର ୭ ଥର ଏଭଳି ପାଳନ କରାଯାଏ। ଏହି ପରମ୍ପରା ଅନୁସାରେ କୌଣସି ବ୍ୟକ୍ତି ସହିତ ସେକ୍ସ କରିବାର ସ୍ବାଧୀନତା ରହିଥାଏ। କିନ୍ତୁ ଏଥିରେ କେବଳ ଗୋଟିଏ ମାତ୍ର ସର୍ତ ରହିଥାଏ। ତାହା ହେଲା କୌଣସି ପୁରୁଷ କିମ୍ବା​‌ ମହିଳାଙ୍କୁ ନିଜର ପତି-ପତ୍ନୀଙ୍କ ସହିତ ଶାରିରୀକ ରଖିବାକୁ ସ୍ବାଧୀନତା ନଥାଏ। ଏହି ମହୋତ୍ସବ ବର୍ଷରେ ୭ ଥର ଇଣ୍ଡୋନେସିଆର ବାଲି ଦ୍ବୀପରେ ପାଳନ କରାଯାଇଥାଏ।

ଏହା ଛଡା ଏଭଳି ଏକ ପ୍ରଥା ଇରାନରେ ମଧ୍ୟ ଚାଲିଆସୁଛି। ଏହି ପରମ୍ପରା ଅନୁସାରେ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି କେତେ ଆପଣ ଯେ କୌଣସି ଝିଅ ସହିତ  ବିବାହ ପୂର୍ବରୁ ରହିପାରିବେ ଓ ଯଦି ଆପଣଙ୍କୁ ସେହି ଝିଅ ପସନ୍ଦ ଆସେ ତେବେ ବିବାହ କରିପାରନ୍ତି। ଯଦି ଝିଅ ଭଲ ନଲାଗେ ତେବେ ଟଙ୍କା ଦେଇ  ଅଲଗା ହୋଇପାରନ୍ତି। ଏହି ପରମ୍ପରା ଅନୁସାରେ କାହାକୁ ମଧ୍ୟ ବିବାହ ନକରି ପତ୍ନୀ କରି ରଖିହେବାର ସ୍ବାଧୀନତା ରହିଛି।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌