ଯଜ୍ଞେଶ୍ୱର ବାବୁ ପିସିସି ଉପସଭାପତି, ଜ୍ଞାନଦେବ ବେଉରା ପିସିସି ସାଧାରଣ ସମ୍ପାଦକ

ଭୁବନେଶ୍ୱର ୬/୪: ଏଆଇସିସି ଅନୁମୋଦନ କ୍ରମେ ଶନିବାର ପିସିସି ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ଯଜ୍ଞେଶ୍ୱର ବାବୁ ହେଲେ ପିସିସି ଉପସଭାପତି । ଏବଂ ଜ୍ଞାନଦେବ ବେଉରା ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏଆଇସିସି ଅନୁମୋଦନ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ।