ସୁକତେଲ ନିର୍ମାଣଧୀନ ବ୍ରିଜ୍‌ ଭୁଶୁଡ଼ି ୨ ଶ୍ରମିକ ମୃତ୍ୟୁ ଘଟଣା ରେ ଜଣେ ଗିରଫ

ବଲାଙ୍ଗୀର  – ସୁକତେଲ ବ୍ରିଜ୍‌ ଭୁଶୁଡ଼ି ୨ ଶ୍ରମିକ ମୃତ୍ୟୁ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି ।  ବ୍ରିଜ ନିର୍ମାଣ ଦାୟିତ୍ବରେ ଥିବା ରାଜ କୁମାର ଇଞ୍ଜିନିଅର୍ସ ପ୍ରାଇଭେଟ ଲିମିଟେଡ଼ର  କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି ।

ଗିରଫ ହୋଇଥିବା କର୍ମଚାରୀର ନାମ ଦୀନେଶ ନାୟର । ଦୀନେଶକୁ ଗିରଫ କରିବା ପରେ ପୁଲିସ କୋର୍ଟ ଚାଲାଣ କରିଛି । ଲରମ୍ବା ଥାନା ପୁଲିସ ଦୀନେଶଙ୍କୁ ଗିରଫ କରିଛି।

ନିର୍ମାଣଧୀନ ବ୍ରିଜ ଭୁଶୁଡିବା ପରେ ଏହାର ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀର ଠିକାଦାର ଫେରାର ହୋଇଯାଇଛି ।  ଏପ୍ରିଲ ୨୯ ତାରିଖରେ ଏହି ନିର୍ମାଣଧୀନ ବ୍ରିଜର ଦବି ଯାଇଥିବା ଏକ ପୋଲକୁ ମରାମତି କରିବା ବେଳେ ଏହା ଉପରେ ପଡିଥିବା ସ୍ଲାବ ଖସିପଡିଥିଲା । ଫଳରେ ତଳେ ଦବି ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ