PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

୫୨ବର୍ଷିୟା ଜେନିଫର ଲୋପେଜ୍‌ ସେୟାର କଲେ ବିକିନୀ ଫଟୋ- ଦିୱାନା ହେଲେ ପ୍ରଶଂସକ …

ନୂଆଦିଲ୍ଲୀ : ହଲିଉଡ୍‌ ଅଭିନେତ୍ରୀ ତଥା ପପ୍‌ ସିଙ୍ଗର ଜେନିଫର ଲୋପେଜ୍‌ ଏହି ସମୟରେ ନିଜର ଛୁଟିକୁ ଉପଭୋଗ କରିବାକୁ ଲାଗିଛନ୍ତି । ୫୨ ବର୍ଷିୟା ଜେନିଫର ଲୋପେଜ୍‌ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ କିଛି ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି , ଯାହାକୁ ଦେଖି ପ୍ରଶଂସକଙ୍କର ହୋସ୍‌ ଉଡ଼ି ଯାଇଛି। ଫଟୋରେ ଜେନିଫର ଲୋପେଜ୍‌ ନିୟନ ୟେଲୋ କଲରର ବିକିନୀ ପିନ୍ଧିଛନ୍ତି ଏବଂ ଏହି ସନ୍‌ କିସ୍ଡ ଫୋଟକୁ ଦେଖି ପ୍ରଶଂସକମାନେ ନିଜର ହୃଦୟ ଦେଇ ବସିଛନ୍ତି ।

जेनिफर लोपेज

ଜେନିଫର ଲୋପେଜ୍‌ ନିଜର ବୋଲ୍‌ଡ ଅନ୍ଦାଜ ଓ ଲାଇଫ୍‌ଷ୍ଟାଇଲ୍‌ ପାଇଁ ଖୁବ୍‌ ଜଣାଶୁଣା । କିଛି ଦିନ ପୂର୍ବରୁ ସେ ନିଜର ୫୨ତମ ଜନ୍ମଦିନ ଅବସରରେ ମଧ୍ୟ ବିକିନୀ ଫଟୋ ସେୟାର କରିଥିଲେ। ଏଥିରେ ଜେନିଫର ଅରେଞ୍ଜ୍‌ ବିକିନୀ ସହ ହ୍ୟାଟ୍‌ ଓ ଶ୍ରଗ୍‌ ପିନ୍ଧିଥିବାର ନଜର ଆସିଥିଲେ । ଜନ୍ମଦିନରେ ଜେନିଫର ଲୋପେଜ୍‌ଙ୍କର ବିକିନୀ ଲୁକ୍‌ର ଚର୍ଚ୍ଚା ତ ହୋଇଥିଲା , ଏହାସହ ସେ ବୟଫ୍ରେଣ୍ଡ ବେନ୍‌ ଏଫ୍‌ଲେକ୍‌ଙ୍କ ସହ ନିଜର ସଂପର୍କକୁ ଇନଷ୍ଟା ଅଫିସିଆଲ ମଧ୍ୟ କରିଦେଇଥିଲେ ।  ଜେନିଫର ବେନ୍‌ଙ୍କୁ କିସ୍‌ କରୁଥିବାର ନିଜର ଫଟୋ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ବିସ୍ଫୋରଣ ସୃଷ୍ଟି କରିଥିଲେ ।

जेनिफर लोपेज

ଜଷ୍ଟିସ୍‌ ଲିଗ୍‌ରେ ବ୍ୟାଟମ୍ୟାନ୍‌ର ଭୂମିକାରେ ଆସିଥିବା ଅଭିନେତା ବେନ୍‌ ଏଫଲେକ୍‌ ଓ ଜେନିଫର ଲୋପେଜ୍‌ ପରସ୍ପରକୁ  ଦୀର୍ଘ ସମୟ ଧରି ଡେଟ୍‌ କରୁଛନ୍ତି । ଉଭୟଙ୍କୁ ଅନେକ ସମୟରେ ଡେଟ୍‌ ରେ ଯିବା ଓ ସାଥି ହୋଇ ରୋମାଞ୍ଚ୍‌ କରିବାର ଦେଖିବାକୁ ମିଳେ ।

जेनिफर लोपेज