PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

କୁକୁରକୁ ବୁଲାଇବା ପାଇଁ ବାହାରି ଥିଲେ ଜାହ୍ନବୀ କପୁରଙ୍କ ଭଉଣୀ ଖୁସି କପୁର , ଭୁଲରେ ତାଙ୍କ ପାଦ ପଡ଼ିଗଲା …

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଭଉଣୀ ଖୁସି କପୁର ଆଜିକାଲି ଅନେକ ସମୟରେ ନିଜର କୁକୁରକୁ ନେଇ ମର୍ଣ୍ଣିଂ ୱାକ୍‌ରେ ବାହାରୁଛନ୍ତି । ନିକଟରେ ଯେବେ ସେ ନିଜର କୁକୁରକୁ ମର୍ଣ୍ଣିଂୱାକ୍‌ ନେଇ ବାହାରି ଥିଲେ ତ କ୍ୟାମେରାରେ କିଛି ଏମିତି ରେକର୍ଡ ହୋଇଗଲା , ଯାହାକୁ ବୋଧହୁଏ ଖୁସି୍‌ କପୁର ମଧ୍ୟ ଦେଖିବାକୁ ଚାହିଁବେ ନାହିଁ , ଏହା କିଛି ଏମିତି ଥିଲା ,ଯାହା ଆମ ସମସ୍ତଙ୍କ ସହ କେବେ କେବେ ଘଟିଥାଏ ।

ବାସ୍ତବରେ  ଖୁସି କପୁର କୁକୁରକୁ ନେଇ ୱାକ୍‌ କରୁଥିଲେ , ସେତେବେଳେ ତାଙ୍କର ପାଦ ଭୁଲ୍‌ରେ କୁକୁରର ବିଷ୍ଠା ଉପରେ ପଡ଼ିଗଲା । ଏହି ଭିଡ଼ିଓକୁ କ୍ୟାମେରା ମ୍ୟାନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେବେ ଖୁସିଙ୍କର ପାଦ ବିଷ୍ଠା ଉପରେ ପଡ଼ିଗଲା ତ କ୍ୟାମେରା ମ୍ୟାନ୍‌ଙ୍କର ମୁହଁରୁ ଇ..ବାହାରି ଗଲା । ଖୁସି ପ୍ରଥମେ ତ ଟିକେ ସଙ୍କୋଚ କଲେ , ହେଲେ କିଛି ବୁଝି ପାରିଲେନି , ସେଠାରୁ ଚୁପ୍‌ଚାପ୍‌ ଚାଲିଗଲେ ।

ଉକ୍ତ ଭିଡ଼ିଓକୁ କିଛି ସମୟ ଭିତରେ ଲକ୍ଷ ଲକ୍ଷ ଲୋକ ଲାଇକ୍‌ ଓ ସେୟାର କରିଛନ୍ତି । ସାଧାରଣରେ ଲୋକଙ୍କ ସହ ଘଟୁଥିବା ଏହି ଘଟଣା ଯେବେ କିଛି ସେଲେବ୍ରେଟିଙ୍କ ସହ ହୋଇଥାଏ ତ  ଏହାକୁ ଦେଖିବାକୁ ଲୋକଙ୍କମଧ୍ୟରେ ଉତ୍କଣ୍ଠା ଭରି ଯାଏ ।