ଜିଓ ଲଞ୍ଚ୍ କଲା କ୍ରିକେଟ୍ ଧନ ଧନା ଧନ ପ୍ଲାନ୍ସ, Hotstar VIPର ଫ୍ରି ସବସ୍କ୍ରିପ୍ସନ

ନୂଆଦିଲ୍ଲୀ ୨୪/୮: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ କ୍ରିକେଟ୍ ଧନ ଧନା ଧନ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ ଅନୁସାରେ ସବୁ କ୍ରିକେଟ୍ ମ୍ୟାଚ୍ ଲାଇଭ୍ ଦେଖିହେବ । ଏହି ପ୍ଲାନକୁ କ୍ରିକେଟ୍ ଫ୍ୟାନ୍ସଙ୍କୁ ନଜରରେ ରଖି ଲଞ୍ଚ କରାଯାଇଛି । ଏହା ସହିତ ପ୍ଲାନରେ ଡାଟା ମଧ୍ୟ ଦିଆଯିବ ।

୪୯୯ ଟଙ୍କାର ପ୍ଲାନ୍
୪୯୯ ଟଙ୍କିଆ କ୍ରିକେଟ୍ ପ୍ଲାନରେ ୧ ବର୍ଷ ପର୍ଯ୍ୟନ୍ତ Disney+ Hotstar ର ସବସ୍କ୍ରିପ୍ସନ ଦିଆଯିବ । ଏହା ବ୍ୟତୀତ ଏହି ପ୍ୟାକରେ ପ୍ରତିଦିନ ୧.୫ ଜିବି ଡାଟା ଦିଆଯିବ । ଏହା ସମ୍ପୂର୍ଣ୍ଣ କ୍ରିକେଟ୍ ସିଜନ ଅର୍ଥାତ୍ ୫୬ ଦିନ ପାଇଁ ଭ୍ୟାଲିଡ୍ ରହିବ ।

୭୭୭ ଟଙ୍କିଆ ପ୍ଲାନ୍
ଏହି ପ୍ଲାନ ସହିତ Disney+ Hotstar VIP ର ସବସ୍କ୍ରିପ୍ସନ ଦିଆଯିବ । ଏହା କ୍ୱାଟର୍ଲି ପ୍ଲାନ୍ ଏବଂ ଏହାର ବୈଧତା ୮୪ ଦିନ । ଏହି ପ୍ଲାନରେ ମୋଟ ୧୩୧ ଜିବି ଡାଟା ମିଳିବ । ଏହା ସହିତ ଅନଲିମିଟେଡ୍ ଭଏସ୍ କଲିଂ ମଧ୍ୟ ଦିଆଯିବ । କମ୍ପାନୀ କହିଛି କି ଏହି ପ୍ଲାନ ସହିତ ଜିଓ ଆପର ମଧ୍ୟ ଆକ୍ସେସ୍ ମିଳିବ । ଏହାର ବୈଧତା ୮୪ ଦିନ ।

୪୦୧ ପ୍ଲାନ୍
ଏହି ପ୍ଲାନର ବୈଧତା ୧ ମାସ । ଏଥିରେ ୯୦ ଜିବି ଡାଟା ଦିଆଯାଉଛି । ୪୯୯ ଟଙ୍କିଆ ପ୍ଲାନରେ କଲିଂ ନାହିଁ ।  ସେହିଭଳି ୨୫୯୯ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ । ଡାଟା ୭୪୦ ଜିବି ଏବଂ ବୈଧତା ବର୍ଷେ । ୬୧୨ ଟଙ୍କିଆ ଡାଟା ପ୍ଲାନ ସହିତ ୭୨ ଜିବି ଡାଟା ଓ ୬୦୦୦ ମିନିଟ୍ ଜିଓରୁ ନନ୍ ଜିଓ କଲିଂ ମିଳିବ । ଏହା ବ୍ୟତୀତ ୧୦୦୪ ଟଙ୍କାର ଡାଟା ଆଡ୍ ଅନ୍ ପ୍ୟାକ ଅଛି ଯେଉଁଥିରେ ୨୦୦ ଜିବି ଡାଟା ଓ ୧୮୦ ଦିନର ବୈଧତା ମିଳୁଛି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’