ମୟୁରଭଞ୍ଜ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ୍

ଭୁବନେଶ୍ୱର ୩/୪: ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । ମୟୁରଭଞ୍ଜ ଲୋକସଭା ଓ ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ୍ । ମୟୁରଭଞ୍ଜ ଲୋକସଭା ପାଇଁ  ଶ୍ରୀମତି ଅଞ୍ଜଳି ସୋରେନଙ୍କୁ ପ୍ରାର୍ଥୀ କରିଛି ଦଳ ।

ବିଧାନସଭା ଆସନ

ସାରସକଣା ବିଧାନସଭା – ମହେଶ ଚନ୍ଦ୍ର ହେମ୍ବ୍ରମ

ବାଙ୍ଗିରିପୋଷି- ସୁନ୍ଦର ମୋହନ ସିଂହ

ମୋରଡା- କଳିଙ୍ଗ କେଶରୀ ଜେନା

ବୀରମିତ୍ରପୁର- ସେବିୟନ ଆଇନ୍ଦ

ରାଇରଙ୍ଗପୁର- ସୁନାରାମ ଟୁଡ୍ଡୁ