PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିରେ ମିଶିଲେ ସୁନୀଲ ଜାଖଡ, କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ
  • ||
  • ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବାନ୍ଧିଥିଲା ଏନ୍‌ଆଇଏ
  • ||
  • ପୁରୀ : ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍,୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୨ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ଆଜି-କାଲି ବର୍ଷା ଆଶଙ୍କା, ତିନି ଦିନ ପରେ ପୁଣି ତାତି
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌… ଅଖ ଅନୁକୂଳ, ନାହାକା ଚକରେ ପଇତା ଓ ୧୫ ଚକ ପ୍ରସ୍ତୁତ
  • ||
  • ମୋହନା: ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • କୁତ୍ରା: ୧୨ ବର୍ଷର ନାବାଳିକା ୭ ମାସର ଗର୍ଭବତୀ, ଥାନାରେ ଏତଲା ଦେଲେ ପରିବାରଲୋକ
  • ||
  • ବାରଙ୍ଗ: ପ୍ରେମ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ : ପ୍ରେମିକକୁ ହତ୍ୟା କଲେ ପ୍ରେମିକା ପରିବାର, ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୧୭୦ ଆତଙ୍କବାଦୀ, ତାଲିମ ଦେଉଛି ପାକିସ୍ତାନୀ ସେନା ଏବଂ ISI
  • ||

ଏମ୍ ଜେ ଆକବରଙ୍କ ବିରୋଧରେ ଯୈାନ ଶୋଷଣ ଅଭିଯୋଗ ଆଣିଥିବା ସାମ୍ବାଦିକ ପ୍ରିୟା ରମାନିଙ୍କୁ ମିଳିଲା ଜାମିନ୍

ନୂଆଦିଳ୍ଲୀ,୨୫।୨: ଦିଲ୍ଲୀ ଅଦାଲତ ସାମ୍ବାଦିକ ପ୍ରିୟା ରମାନିଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବେଲ୍ ଦଣ୍ଡରେ ଜାମିନ ମଞ୍ଜୁର କରିଛନ୍ତି। ୨୦ ବର୍ଷ ତଳେ ତାଙ୍କ ସହ ବ୍ୟଭିଚାର କରିଥିବା ମିଠୁରେ ଅଭିଯୋଗ କରିବାରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ୍ ଜେ ଆକବର  ଏକ ମାନହାନୀ ମାମଲାରେ ଦାଏର କରିଥିଲେ।

ଜାନୁଆରି ୨୯ ତାରିଖରେ ଦିନ ଆଡ଼ିସନାଲ ଚିଫ୍ ମେଟ୍ରୋପଲିଟାନ୍ ମାଜି​‌ଷ୍ଟେଟ୍ ସମର ବିଶାଳ ଆକବରଙ୍କ ଆବେଦନ ସଂକ୍ରାନ୍ତରେ ଏକ ନିର୍ଦେଶାନାମା ଜାରି କରିବା ପରେ ସୋମାବାର ଦିନ ପ୍ରିୟା ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ଏପ୍ରିଲ ୧୦ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।

ରମାନି କହିଛନ୍ତି, ପରବର୍ତ୍ତୀ ତାରିଖ ଏପ୍ରିଲ ୧୦ରେ ସେମାନେ ମୋ ବିରୋଧରେ ଚାର୍ଜ ଫ୍ରେମ କରିବେ। ଏହା ପରେ ମୋ କଥା କହିବା ପାଳି ପଡ଼ିବ। ସତ୍ୟ ମୋର ପ୍ରତିରକ୍ଷା। ମାତ୍ର ରମାନି ଅଭିଯୋଗକୁ ଆକବର ଅସ୍ବୀକାର କରିଛନ୍ତି।