PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବାଦାମ ଗଦା ଉପରେ ଶୋଇଥିବା ବେଳେ ସାପ କାମୁଡାରେ ଯୁବ ଚାଷୀ ମୃତ

ମାଲକାନଗିରି- ବାଦାମ ଗଦାକୁ ଜଗି ଶୋଇଥିବା ବେଲେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି କାଲିମେଳା ଭୁବବନପାଲି ପଞ୍ଚାୟତର ଏମ୍‌ଭି ୭୬ରେ ଏହି ଘଟଣା ଘଟିଛି । ପିଜୁସ ଆଇଚ ନାମକ ଚାଷୀ ତାଙ୍କ ଘର ଆଗରେ ବାଦାମ ଗଦାକୁ ଜଗି କରି ଶୋଇଥିଲେ ।

ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ସେ ଉଠିକରି ତାଙ୍କ ମୁଣ୍ଡ ଘୁରାଇ ଦେଉଥିବା କହିଥିଲେ । ପ୍ରଥମେ ପରିବାର ଲୋକ ଚେରମୂଳୀ ଚିକିତ୍ସା କରାଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ କାଲିମେଳାସ୍ଥିତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ତାଙ୍କ ପରିବାର ଲୋକ ଅସହାୟ ହୋଇ ପଡିଥିବା ଅଭିଯୋଗ ହୋଇଛି । ସେ ତାଙ୍କ ପରିବାରର ରୋଜଗାରିଆ ସଦସ୍ୟ ଥିଲେ ।