ପ୍ରମୁଖ ଖବର
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ

ପୁରୀ,୨୫/୧୦: ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ଠକେଇ କରିବା ମାମଲାରେ ଲମ୍ପଟ ପ୍ରେମିକକୁ ବାନ୍ଧିଲା କୁମ୍ଭାରପଡା ଥାନା ପୁଲିସ । ଅଭିଯୁକ୍ତ ଲମ୍ପଟ ହେଲା, ଏହି ଥାନା ଅଧୀନ ନରେନ୍ଦ୍ର କୋଣ ହରିଜନ ସାହିର ବଗୁଲା ଓରଫ ବିଚିତ୍ର ନାୟକ (୨୩) । ସେ ୭ ମାସ ତଳୁ ଜଣେ ବିବାହିତାଙ୍କୁ ପ୍ରେମ କରୁଥିଲା ।

{"id":81139,"sizeSlug":"large"}

ସୂଚନା ମୁତାବିକ, ଗତ ୧୬ ତାରିଖରେ ମହିଳାଙ୍କୁ ନେଇ ସେ ପଳାଇଥିଲା । ଏହି ଥାନା ଅଧୀନ ତଳମାଳିସାହିରେ ଭଡା ଘରେ ରହି ମହିଳାଙ୍କ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ୍‌ ନେଇ ଛୁ ମାରିଥିଲା । କାନମୁଣ୍ଡା ଆଉଁଶି ମହିଳା ଘରକୁ ଫେରିବାବେଳେ ସ୍ୱାମୀ ବିରୋଧ କରିଥିଲେ । ପରେ ପୁଲିସ ଆଶ୍ରୟ ନେଇଥିଲେ ମହିଳା । ଶେଷରେ ପୁଲିସ ମାମଲା ରୁଜୁ କରି ବଗୁଲାକୁ ଗିରଫ କରିଛି । ଶନିବାର ତାକୁ କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ ନାମଞ୍ଜୁର ହେବାରୁ ବଗୁଲାକୁ ଜେଲ୍‌ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.