ନୀଳଗିରି: କଣ୍ଟେନମେଣ୍ଟ ଜୋନ୍ ନିୟମ ଭାଙ୍ଗି ଯୁବକ ଅଟକ

ନୀଳଗିରି ୧୬/୮: ନୀଳଗିରି ଥାନା ଅଧିନ ଜୁରିଆପାଟଣା ଅଂଚଳରେ ଜଣେ ଯୁବକ ଧସେଇ ପଶିବାକୁ ଜିଦ ଧରିବା ଓ ପାଟିତୁଣ୍ଡ କରିବା ଅଭିଯୋଗରେ ପୋଲିସ ଅଟକ ରଖିଛି । ସୂଚନାରୁ ପ୍ରକାଶ କି ବାଉଁଶବଣିଆ ଅଞ୍ଚଳର ନିରଞ୍ଜନ ବେହେରା ନାମକ ଯୁବକ ସନ୍ତରାଗଡ଼ିଆ ନୀଳଗିରି ରାସ୍ତା ଜୁରିଆପାଟଣା ଛକରେ ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଆଜି ଧସେଇ ପଶିବାକୁ ଚେଷ୍ଟାକରିଥିଲା। କାର୍ଯ୍ୟରତ ପୋଲିସ ତାକୁ ବାରଣ କରିବାରୁ ସେ ପାଲଟା ଗାଳିଗୁଲଜ କରିଥିଲା । ଫଳରେ ଯୁବକ ଜଣକୁ ପୋଲିସ ଥାନାରେ ଅଟକ ରଖିଛି।

   ସମ୍ବନ୍ଧିତ ଖବର


ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…