ଲକ୍‌ଡାଉନ୍‌ ବେଳେ ଭାରତୀୟଙ୍କର ଜୁଗାଡୁ ଫର୍ମୁଲା

ଏବେ ସାରା ଦେଶରେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଚାଲିଛି । ସାମାଜିକ ଦୂରତ୍ୱ ବା ସୋସିଆଲ୍ ଡିଷ୍ଟାସିଂଙ୍କୁ ଅଧିକ ପ୍ରାଧାନ୍ୟତା ଦିଆଯାଉଛି । ଏହି ସମୟରେ ଭାରତୀୟମାନଙ୍କୁ ବିଭିନ୍ନ ଜୁଗାଡୁ ଉପାୟ ସହ ଦେଖିବାକୁ ମିଳିଛି । ଏହି ବି ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି । କେରଳ ସହ ଦେଶର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରକ୍ଷା ପାଇଁ ଛତାକୁ ବ୍ୟବହାକ କରାଯାଉଛି । ସାମାଜିକ ଦୂରତା ମାସ୍କ, ସାନିଟାଇଜର୍‌ ଓ ସାବୁନ୍ ପାଣିରେ ହାତ ଧୋଇଲେ ବେଶ୍‌ ଭଲ ଫଳ ମିଳିବ ବୋଲି କୁହାଯାଉଛି ।

କିଏ ଦୋକାନରେ ରାସନ୍‌ ଦେବା ପାଇଁ ବଡ ପାଇପ ଲଗାଇଛନ୍ତି ।

ଆଉ କେଉଁଠି ଶରୀରର ଆଗ ପଛ ଓ ପାର୍ଶ୍ୱରେ ସାମାଜିକ ଦୂରତା ପାଇଁ ଏପରି ବ୍ୟବସ୍ଥା କରାଯାଉଛି ।

କିଏ କ୍ଷୀରକୁ କାହାଳୀ ଓ ପାଇପ୍‌ ସହାୟତାରେ ଦେଉଛି ।

ଆଉ କେଉଁଠି ଶରୀରର ଆଗ ପଛ ଓ ପାର୍ଶ୍ୱରେ ସାମାଜିକ ଦୂରତା ପାଇଁ ଏପରି ବ୍ୟବସ୍ଥା କରାଯାଉଛି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now