PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

5G ଟେକ୍‌ନିକ୍ ବିରୋଧରେ ଜୁହି ଚାୱଲାଙ୍କ ଅଭିଯୋଗ , ମାମଲାକୁ ନେଇ ପହଞ୍ଚିଲେ କୋର୍ଟରେ

zeenews.india.com

ନୂଆଦିଲ୍ଲୀ : ୫ଜି ଟେକ୍‌ନିକ୍‌କୁ ବିରୋଧ କଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱାଲା । ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଦାଖଲ କରିଛନ୍ତି। ଅଭିନେତ୍ରୀ ନିଜର ଅପିଲ୍‌ରେ ଏହି ଟେକ୍‌ନିକ ଦ୍ୱାରା ପରିବେଶର କ୍ଷତି ହେବାର ସମ୍ଭାବନା ଥିବା କଥା ଦର୍ଶାଇଛନ୍ତି । ଏହି ମାମଲାକୁ ନେଇ ଆଜି ଶୁଣାଣି ହେବାର ଥିଲା । ଅଭିନେତ୍ରୀଙ୍କର ପିଟିସନକୁ ୨ୟ ପିଠକୁ ଟ୍ରାନ୍ସଫର କରାଯାଇଛି ଏବଂ  ଏବେ ଏହାର ଶୁଣାଣି ଜୁନ୍‌ ୨ରେ ହେବ।

ପରିବେଶ ପାଇଁ 5G କ୍ଷତିକାରକ –

ଜୁହି ଚାୱାଲା କୋର୍ଟରେ ଦାବି କରିଛନ୍ତି କି 5G ଟେକ୍ନୋଲଜିର ଇମ୍ପ୍ଲିମିଟେସନ ପୂର୍ବରୁ ଏହା ସହ ଜଡ଼ିତ ଅନେକ ଅଧ୍ୟୟନକୁ ଗମ୍ଭୀର ଭାବେ ପଢ଼ାଯାଉ  , ଯାହାକି ଏହାର ରେଡିଏସନରେ ମାନବ ଜାତି , ଜୀବଜନ୍ତୁ ଓ ଗଛଲତା ଉପରେ କିପରି ପ୍ରଭାବ ପକାଇବ ଏବଂ ଏହା ମଧ୍ୟ ସ୍ପଷ୍ଟ କରାଯାଉ କି ଏହି ଟେକ୍ନୋଲଜିରେ ଦେଶର ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ କେଉଁ ପ୍ରକାରର କ୍ଷତି ହେବ କି ନାହିଁ ।

ଜୁହି ଚାୱଲା ନିଜର ବୟାନରେ କହିଛନ୍ତି କି ମୁଁ ଟେକ୍ନୋଲଜି ଏଡଭାନ୍ସମେଣ୍ଟର ଇମ୍ପ୍ଲିଟେସନର ବିରୋଧରେ କେବେ ନାହିଁ । ଆମେ ନୂଆ ପ୍ରୋଜେକ୍ଟକୁ ଏନଜଏ କରିଥାଉ , ଯାହା ଟେକ୍ନୋଲଜିର ଦୁନିଆରୁ ଆମକୁ ମିଳିଥାଏ । ହେଲେ ଏହା ପୂର୍ବରୁ ଆମକୁ ଟିକେ ବୁଝିବାର ଅଛି ।

ସମ୍ବନ୍ଧିତ ଖବର