ଜଷ୍ଟିସ ବିଜୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୩୦/୦୬: ପୂର୍ବତନ ଜଷ୍ଟିସ ବିଜୟ ନାରାୟଣ ପଟ୍ଟନାୟକଙ୍କର ୮୪ ବର୍ଷ ବୟସରେ ତାଙ୍କ ପଳାସପଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ୧୯୩୬ ମସିହାରେ ବ୍ରହ୍ମପୁରରେ ଜନ୍ମିତ ଜଷ୍ଟିସ ପଟ୍ଟନାୟକ ଏମ୍‌ଏସ୍‌ ଲ’ କଲେଜରୁ ଆଇନ ପାସ କରିବା ପରେ ଓକିଲାତି ଆରମ୍ଭ କରିଥିଲେ ।

ପୁରୀ, ବାଲେଶ୍ୱର ଓ କଟକରେ ଜିଲ୍ଲା ଜଜ୍‌ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ କେରଳ ହାଇକୋର୍ଟକୁ ବଦଳି ହୋଇଥିଲା । ୧୯୯୮ରେ ଓଡ଼ିଶା ଫେରିବା ପରେ ଓଡ଼ିଶା ଷ୍ଟେଟ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର