PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମପୁର ପୁଲିସକୁ ମିଳିଲା ବଡ ସଫଳତା- ୬୦ କେଜି ଗଞ୍ଜେଇ ସହ ୫ ଗିରଫ, ଦୁଇଟି କାର୍ ଜବତ
  • ||
  • ଯୁବନେତା ସବ୍ୟସାଚୀ ମହାପାତ୍ର ବିଜେଡିରୁ ନିଲମ୍ବିତ – ଦଳ ବିରୋଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣର ଅଭିଯୋଗ
  • ||
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

କମଳନାଥ-ଦିଗ୍‌ବିଜୟ ମୁହାଁମୁହିଁ: ‘ରାହୁଲ ଯେଉଁଠୁ କହିବେ ଲଢ଼ିବି’

ନୁଆଦିଲ୍ଲୀ ୧୮/୩: ଲୋକସଭା ଆସନକୁ ନେଇ ମଧ୍ୟ ପ୍ରଦେଶ କଂଗ୍ରେସରେ ସାମାନ୍ୟ ବିବାଦ ଉପୁଜିଛି । କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଗତ ଶନିବାର କମଳନାଥ କହିଥିଲେ, ଭୋପାଳ ଓ ଇନ୍ଦୋରକୁ ଛାଡ଼ି ଦିଗ୍‌ବିଜୟ ଅନ୍ୟ ଜଟିଳ ଆସନରୁ ପ୍ରାର୍ଥୀ ହୋଇ ଲଢ଼ିବା ଆବଶ୍ୟକ । ବିଶେଷକରି ଯେଉଁ ଲୋକସଭା ଆସନରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବା ଜିତିବା ଆଶା କମ୍‌ ରହିଛି, ସେଠାରୁ ଦିଗ୍‌ବିଜୟ ପ୍ରାର୍ଥୀ ହେବା ଆବଶ୍ୟକ । କିନ୍ତୁ ଦିଗ୍‌ବିଜୟ ସୋମବାର ଟ୍ୱିଟରରେ ଏହାର ଜବାବ ରଖିଛନ୍ତି । ଟ୍ୱିଟର୍‌ରେ ସେ ଦିଗ୍‌ବିଜୟଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ‘‘ଧନ୍ୟବାଦ କମଳନାଥ ଜି । ମୋ ପାଇଁ ସମ୍ଭାବ୍ୟ ଆସନ ବାବଦରେ ପରାମର୍ଶ ଦେଇଥିବାରୁ ମୁଁ ଖୁସି ଏବଂ ମୋ ଲାଗି ଏଭଳି ଚିନ୍ତା କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି ।’’ ଅନ୍ୟ ଏକ ଟଟ୍ୱିର୍‌ରେ ସେ କହଛିନ୍ତି, ୧୯୭୭ ବେଳେ ଜନତା ଦଳର ଲହରି ଥିଲେ ହେଁ ସେ ନିର୍ବାଚନ ଜିତିଥିଲେ । ଏବେ ସେ ରାଜ୍ୟର ଯେଉଁ ଆସନରୁ ଲଢ଼ିବେ, ସେଠାରେ ଜିତିପାରିବେ । ତେବେ ସେ ଭୋପାଳ, ଇନ୍ଦୋର ଅଥବା ଅନ୍ୟ କେଉଁ ଆସନରୁ ନିର୍ବାଚନ ଲଢ଼ିବା ଉଚିତ, ତାହା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ସ୍ଥିର କରିବେ । ରାହୁଲ ଯେଉଁଠୁ କହିବେ, ସେଠାରୁ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ଦିଗ୍‌ବିଜୟ ରୋକ୍‌ଠୋକ୍‌ ଭାବେ କହିଛନ୍ତି । ଉଲେଖ୍ଲଯୋଗ୍ୟ, କେବଳ କମଳନାଥ ନୁହନ୍ତି, ଦଳର ସାଧାରଣ ସମ୍ପାଦକ ତଥା ପବୂର୍ତନ କେନ୍ଦମ୍ରନ୍ତ୍ରୀ ଜ୍ୟୋତରିାଦତ୍ୟି ସନ୍ଧିଅିା ମଧ୍ୟ ଦଗିବ୍‌ଜିୟଙ୍କୁ ସମାନ ପରାମର୍ଶ ଦେଇଥେିଲ । ଜତିବିା କଷ୍ଟକର ମନେ କରାଯାଉଥବିା ଆସନରୁ ସେ ପ୍ରାର୍ଥୀ ହେବା ଆବଶ୍ୟକ ।

ସମ୍ବନ୍ଧିତ ଖବର