PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ହ୍ୱିଲ୍‌ ଚେୟାରରେ କପିଲ୍‌ ଶର୍ମା ! କଣ ହୋଇଛି କମେଡିଆନଙ୍କର , ଚିନ୍ତାରେ ପ୍ରଶଂସକ …

ନୂଆଦିଲ୍ଲୀ : କମେଡିଆନ୍ କପିଲ୍‌ ଶର୍ମା ଅନେକ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ୧ ଫେବ୍ରୁଆରୀ ଦିନ ତାଙ୍କୁ ଦ୍ୱିତୀୟ ଥର ପିତା ହେବାର ଖୁସି ଖବର ପ୍ରଶଂସକଙ୍କୁ ସେୟାର କରିଥିଲେ। ଏବେ ହ୍ୱିଲ୍‌ ଚେୟାରରେ ବସିଥିବା କପିଲ ଶର୍ମାଙ୍କର ଲାଟେଷ୍ଟ ଫଟୋ ସବୁ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

कप‍िल शर्मा बेटी अनायरा के साथ

ପ୍ରକୃତ କଥା ହେଲା ସୋମବାର ଦିନ କପିଲ ଏୟାରପୋର୍ଟରୁ ହ୍ୱିଲ ଚେୟାରରେ ବସି ବାହାରକୁ ଆସିବାର ନଜର ଆସିଥିଲେ । ସେ ଜଣେ ଷ୍ଟାଫ୍‌ଙ୍କର ସାହାଯ୍ୟରେ ହ୍ୱିଲ୍ ‌ଚେୟାରରେ ବସି ବାହାରକୁ ଆସୁଥିଲେ। ତାଙ୍କର ଏହି ଫଟୋ ସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।  

ଲୋକଙ୍କ ପାଇଁ କପିଲଙ୍କର ଏହି ଫଟୋ ବହୁତ ଆଶଙ୍କା ପୂର୍ଣ୍ଣ ହୋଇଛି ଏବଂ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାସହ ଲୋକଙ୍କ ମନରେ ଏହାକୁ ନେଇ  ଅନେକ ପ୍ରଶ୍ନ ମଧ୍ୟ ଉଠିଛି। କପିଲ୍‌ କଣ କୌଣସି ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି କି ?

ଜଣେ ୟୁଜର କପିଲଙ୍କୁ ସୋନୁ ସୁଦ୍‌ଙ୍କ ଠାରୁ ପରାମର୍ଶ ନେବାକୁ ପ୍ରସ୍ତାବ ଦେଇ ଲେଖିଛନ୍ତି  – କଣ ହେଲା କପିଲ ଜୀ ..ଗତ ରବିବାର ୨ ତାରିଖରୁ ଆପଣ ଶୋ’ରେ ନଜର ଆସୁନାହାନ୍ତି । ପରିବାରରେ ବା ପ୍ରଫେଶନ ଲାଇଫ୍‌ରେ କୌଣସି ସମସ୍ୟା ତ ନାହିଁ …ସୋନୁ ସୁଦ୍‌ ଜୀଙ୍କ ଠାରୁ ପରାମର୍ଶ ନେଇପାରିବେ ।

कप‍िल शर्मा

ହେଲେ ବର୍ତ୍ତମାନ ସୁଦ୍ଧା କପିଲଙ୍କର ହ୍ୱିଲ୍‌ ଚେୟାରରେ ବସିଥିବାର କାରଣ ସାମନାକୁ ଆସି ନାହିଁ । ପ୍ରଶଂସକମାନେ କିନ୍ତୁ ତାଙ୍କର ଏପରି ଫଟୋ ସବୁ ଦେଖି ଚିନ୍ତାରେ ପଡ଼ି ଯାଇଛନ୍ତି ।