PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ପାଇଁ ବାଧ୍ୟ ହେଲେ କପିଲ୍ ଶର୍ମା, ଫ୍ୟାନ୍ସଙ୍କୁ ଦେଲେ ଏମିତି ମଜାଦାର ପରାମର୍ଶ

ନୁଆଦିଲ୍ଲୀ ୨୫/୧୨: ଦେଶର ରାଜଧାନୀ ଦିଲ୍ଲୀ ନିଜ ଟ୍ରାଫିକ୍ ପାଇଁ ବହୁତ ଫେମସ୍ । ଟ୍ରାଫକ୍ ଜାମ୍ ପାଇଁ ବେଳେବେଳେ ବଲିଉଡ କଳାକାର ବିଳମ୍ବରେ ସେଟରେ ପହଞ୍ଚନ୍ତି । ଏବେ ଏହି ସମସ୍ୟା ଭୋଗିଛନ୍ତି କମେଡି କିଙ୍ଗ କପିଲ୍ ଶର୍ମା । ଟ୍ରାଫିକ୍ ଜାମ୍ ଯୋଗୁଁ କପିଲ୍ ନିଜ ଅନସ୍କ୍ରିନ୍ ପତ୍ନୀଙ୍କ ସହ ମେଟ୍ରୋରେ ଯାତ୍ରା କରୁଥିବା ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୌଣସି ଏକ ଇଭେଣ୍ଟକୁ ଯିବା ପାଇଁ କପିଲ୍ ଶର୍ମା ନିଜ ଅନସ୍କ୍ରିନ୍ ପତ୍ନୀଙ୍କ ସହ ବାହାରିଥିଲେ । କିନ୍ତୁ ଟ୍ରାଫିକ୍ ଯୋଗୁଁ ତାଙ୍କୁ ମେଟ୍ରୋରେ ଯିବାକୁ ପଡିଲା । ସେ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଟିମ୍ ଓ ସୁମୋନା ଚକ୍ରବର୍ତ୍ତୀଙ୍କ ସହିତ ଦିଲ୍ଲୀ ମେଟ୍ରୋରେ ଠିଆ ହୋଇଛନ୍ତି । ଏହି ଫଟୋକୁ ସେୟାର କରି କପିଲ ଶର୍ମା ନିଜ ଫ୍ୟାନ୍ସଙ୍କୁ କହିଛନ୍ତି ଯେ ଆଉ ଟ୍ରାଫିକରେ ଠିଆ ହେବା ଦରକାର ନାହିଁ ।

ଆପଣଙ୍କୁ କହିରଖୁଛୁ ଏବେ କପିଲ ଶର୍ମା ଓ ତାଙ୍କ ଟିମ୍ ବହୁତ ସଫଳତା ହାସଲ କରୁଛନ୍ତି । କପିଲ୍ ନିକଟରେ ପିତା ପାଲଟିଛନ୍ତି । ଅନେକ ସମୟ ପରେ ସେ ଏବଂ ସୁନିଲ୍ ଗ୍ରୋଭର ସଲମାନ ଖାନଙ୍କ ସହିତ ସୋହେଲ ଖାନଙ୍କ ବର୍ଥଡେରେ ଗୋଟିଏ ଫ୍ରେମରେ ନଜର ଆସିଥିଲେ ।

ସମ୍ବନ୍ଧିତ ଖବର