ପ୍ରମୁଖ ଖବର
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଭାଉଜ ଆଲିଆ ଭଟ୍ଟଙ୍କୁ ନେଇ କ’ଣ ଭାବନ୍ତି କରିନା କପୁର, ଦେଲେ ଏଭଳି ଜବାବ୍

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସମ୍ପର୍କ ଓ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଶୁଣିବାକୁ ମିଳୁଛି କି ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏସବୁ ଭିତରେ ଗୋଟିଏ ଇଭେଣ୍ଟରେ ରଣବୀରଙ୍କ ଭଉଣୀ କରୀନା କପୁର ଆଲିଆ ଭଟ୍ଟଙ୍କୁ ନିଜ ଭାଉଜ୍ କରିବାକୁ ନେଇ ଏଭଳି ଜବାବ୍ ରଖିଛନ୍ତି।

{"id":51668,"width":687,"height":385}

ମୁମ୍ବାଇରେ ଆୟୋଜିତ ଜିୟୋ ମାମି ଫିଲ୍ମ ଫେଷ୍ଟିଭାଲରେ ନିର୍ଦ୍ଦେଶକ କର ଜୋହର, ରଣବୀର ଏବଂ ଆଲିଆଙ୍କ ବାହାଘରକୁ ନେଇ କରୀନାଙ୍କୁ ପଚରାଯାଇଥିଲା କି, ଆଲିଆ ତୁମର ଭାଉଜ ହେବାକୁ ଯାଉଛନ୍ତି, ଏକଥା ତୁମେ କେବେ କଳ୍ପନା କରିଥିଲ କି ?

{"id":51669,"width":693,"height":387}

କରୀନା ଜବାବ୍ ରଖିଥିଲେ କି, ଯଦି ଏଭଳି ହେଲା ତାହେଲେ ଆଲିଆ ଦୁନିଆର ସବୁଠୁ ଭାଗ୍ୟଶାଳୀ ଝିଅ ହେବ। କରୀନାଙ୍କ ଉତ୍ତରରେ ଖୁସି ହୋଇ ଆଲିଆ କହିଛନ୍ତି ଯେ, ‘ସତରେ ମୁଁ ଏହି ବିଷୟରେ କେବେ ବି ଭାବି ନଥିଲି।

{"id":51670,"width":706,"height":530}

ତଥାପି ମୁଁ ଏହି ବିଷୟରେ କିଛି ଭାବିବାକୁ ବି ଚାହୁଁନି। ଯେତେବେଳେ ସମୟ ଆସିବ ସେତେବେଳେ ଦେଖାଯିବ।’ ଦୁଇ ଜଣ ଅଭିନେତ୍ରୀଙ୍କ ଜବାବରେ କରଣ କହିଥିଲେ କି, ଯେବେ ବି ଏମିତି ହେବ ସେ ନିଜେ ବହୁତ ଖୁସି ହୋଇଯିବେ ଏବଂ ଥାଳି ଧରି ସେଠାରେ ଠିଆ ହେବେ।

{"id":51671,"width":705,"height":1082}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.