PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଶାଢ଼ିରେ ବେବୋ, ଇଂଷ୍ଟାଗ୍ରାମରେ କରୀନା କପୁରଙ୍କ ଏହି ଫଟୋକୁ ନେଇ ସୃଷ୍ଟି ହେଲା ହଙ୍ଗାମା

ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ ହେଉଛି। ଏହା ଭିତରେ ଓଡ଼ିଶା ଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡର ଅପକମିଙ୍ଗ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପୋଷ୍ଟର ରିଲିଜ୍ ମଧ୍ୟ ହୋଇସାରିଛି। ଏହି ଫିଲ୍ମରେ କରୀନା କପୁରଙ୍କ ବଲିଉଡ୍‌ ଖିଲାଡି ଷ୍ଟାର ଅକ୍ଷୟ କୁମାର, କିଆରା ଆନବାନୀ, ଦିଲଜୀତ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମ ପ୍ରମୋସନ ପାଇଁ କରୀନା କପୁର ବ୍ୟସ୍ତ ଥିବାର ନଜର ଆସୁଥିଲା। କିନ୍ତୁ ଏବେ ଇଂଷ୍ଟାଗ୍ରାମରେ ତାଙ୍କ କିଛି ଫଟୋ ସେୟାର କରାଯାଇଛି। ଫିଲ୍ମ ପ୍ରମୋସନ ପାଇଁ କରୀନା କିଛି ଖାସ୍ ଶାଢ଼ୀ ପିନ୍ଧିଛନ୍ତି। ଯେଉଁଥିରେ ତାଙ୍କ୍ ନିକ୍ ନେମ୍ ବେବୋ ଲେଖାଯାଇଛି।

ଏହି ଶାଢ଼ିରେ କରୀନା ବହୁତ ସୁନ୍ଦର ଲାଗୁଛନ୍ତି। କରୀନା ବେବୋ ଶାଢ଼ିରେ କିଛି ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଥିରେ ତାଙ୍କ ଫ୍ୟାନ୍ସ ବହୁତ ଲାଇକ୍ ଓ କମେଣ୍ଟ୍ ମଧ୍ୟ ଦେଇଛନ୍ତି। ଇଂଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଫଟୋରେ କରୀନା ଅଫ୍ ହ୍ବାଇଟ୍ ଏବଂ ଗୋଲାପି ରଙ୍ଗର କମ୍ବିନେସନରେ ଶାଢ଼ି ପିନ୍ଧିଛନ୍ତି।

ଏହି ଫଟୋରେ କରୀନା ବୋଲ୍ଡ ଓ ଗ୍ଲାମରସ୍ ଲାଗୁଛନ୍ତି ବୋଲି ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି। କେବଳ ଏତିକି ନୁହେଁ ବେବୋ ଶାଢ଼ି ପାଇଁ ସୋସିଆଲ ମିଡ଼ିଆରେ ନାନା ହଙ୍ଗମା ମଧ୍ୟ ସୃଷ୍ଟି ହୋଇସାରିଛି। ତେବେ ଏହି ଗୁଡ୍ ନ୍ୟୁଜ୍ ଫିଲ୍ମ ଆସନ୍ତା ୨୭ ତାରିଖରେ ରିଲିଜ୍ ହେବ ।  

ସମ୍ବନ୍ଧିତ ଖବର