କର୍ଣ୍ଣାଟକରେ ଉଠିଲା କୋଭିଡ୍‌ କଟକଣା

ବେଙ୍ଗାଲୁରୁ – କର୍ଣ୍ଣାଟକରୁ ଉଠିଲା କୋଭିଡ୍‌ କଟକଣା । ସବୁ ଲୋକେ ଏବେ ବିନାପାସ୍‌ରେ ରାଜ୍ୟ ଭିତରେ ଓ ବାହାରୁ ଆସୁଥିବା ଯାତ୍ରୀ ଯାତାୟତ କରିପାରିବେ । କରୋନା ଭାଇରସ୍‌ କେସ୍‌ ବୃଦ୍ଧି ନେଇ ରାଜ୍ୟ ସରକାର ଯାତାୟାତରେ କଡ଼ାକଡ଼ି ନିୟମ କରିଥିଲେ ।

କର୍ଣ୍ଣାଟକ ସରକାର କହିଛନ୍ତି କି, ଜୁଲାଇ ଶେଷରେ ଜାରି ଅନଲକ୍‌-୩ ଗାଇଡ୍‌ ଲାଇନ୍‌ ଅନୁସାରେ କରୋନା ଭାଇରାସ୍‌ ଯାତ୍ରା ପ୍ରତିବନ୍ଧକକୁ ହଟାଇ ଦିଆଗଲା ।

ପରିବର୍ତ୍ତିତ  ପ୍ରୋଟୋକଲ ମୁତାବକ , କର୍ଣ୍ଣାଟକକୁ ଯାତାୟାତ ପାଇଁ ଆଉ କୌଣସି ପରିମିଶନର ଆବଶ୍ୟକତା ନାହିଁ ( ସେବା ସିନ୍ଧୁ ପୋର୍ଟାଲ ଅନୁଯାୟୀ)। ରାଜ୍ୟ ସରକାର ବସ୍‌ ଷ୍ଟାଣ୍ଡ , ରେଲୱେ ଷ୍ଟେସନ , ରାଜ୍ୟ ସୀମା ଓ ଏୟାରପୋର୍ଟରେ ହେଉଥିବା ମେଡିକଲ ଚେକ୍‌ଅପ୍‌କୁ ମଧ୍ୟ ବ୍ୟାନ୍‌ କରିଛନ୍ତି । ଲୋକେ ବର୍ତ୍ତମାନ କର୍ଣ୍ଣାଟକକୁ  ରୋଡ୍‌ରେ (  ନିଜ ଗାଡ଼ି ବା ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ) ଟ୍ରେନ୍‌ , ଫ୍ଲାଇଟ୍‌ରେ ଯାଇ ପାରିବେ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…