ଛୋଟ ସୁଡ଼ଙ୍ଗ ଭିତରେ ଲୁଚିଥିଲା ଆତଙ୍କବାଦୀ, ଗିରଫ କଲା ପୁଲିସ

ନୂଆଦିଳ୍ଲୀ,୭।୩: ଜମ୍ମୁ କଶ୍ମୀରର ସୋପିୟା ଜେଲ୍ ସ୍ଥିତ କୁଙ୍ଗନ ଗାଁରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗାଁରେ ଥିବା ଏକ ପଡ଼ିଆରେ ଛୋଟ ସୁଡ଼ଙ୍ଗ ତିଆରି କରି ତା ଭିତରେ ଲୁଚିରହିଥିଲା ଆତଙ୍କବାଦୀ। ସୋପିୟା ପୁଲିସ ଏବଂ ସେନା ବାହିନୀମାନେ ଦିନତମାମ୍ ଅପରେସନ୍ କରି ଆତଙ୍କବାଦୀକୁ ଗିରଫ କରିଛନ୍ତି। ଅଭିଯୁକ୍ତ ପାଖରୁ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ମିଳିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।

ବୁଧବାର ଦିନ ଏହି ବିଏସ୍ଏଫମାନେ ଗୁଜୁରାଟର କଚ୍ଚ ସୀମାରେ ପାକିସ୍ତାନରୁ ଆସିଥିବା ଏହି ଆତଙ୍କୀକୁ ଧରିଥିଲେ। ସେହି ଆତଙ୍କବାଦୀର ନାଁ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମାତ୍ର ତାର ବୟସ ପ୍ରାୟ ୫୦ ବ​‌ର୍ଷ ହେବ ବୋଲି ଅନୁମାନ କରାଯାଉଛି।

ବିଏସ୍ଏଫର ଜଣେ ପ୍ରବକ୍ତା କହିଛନ୍ତି, ବିଏସ୍ଏଫଙ୍କ କହିବା ପରେ ଆତଙ୍କବାଦୀ ନିଜକୁ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ପାଖରୁ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ