ସାର୍ ଆପ୍ ତୋ ଦିଲଓ୍ଵାଲେ ହୋ…thank you ମତ୍ କରୋ, ହୁକୁମ୍ କରୋ : ଶାହାରୁଖ

ମୁମ୍ବାଇ ୪/୪ : ନିଜ ହୋମ ଟାଉନ ଦିଲ୍ଲୀ ପାଇଁ ଶାହରୁଖ ଖାନଙ୍କର ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି। ଯାହା ତାଙ୍କ ଶବ୍ଦରେ ପ୍ରତିଫଳିତ ହୋଇଥାଏ । ଶୁକ୍ରବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୁପରଷ୍ଟାରଙ୍କ ପାଇଁ କୃତଜ୍ଞତା ଜଣାଇ ଟ୍ୱିଟ୍ କରି ଏହି ସଙ୍କଟ ସମୟରେ ଦେଶ ପାଇଁ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି।

ସିଏମ୍ ଟ୍ୱିଟ୍ କରି କହିଛନ୍ତି: “ଶାହରୁଖ ଜୀଙ୍କୁ ତୁମର ଦୟାଳୁ ଶବ୍ଦ ପାଇଁ ଧନ୍ୟବାଦ। ତୁମର ଉଦାର ଅବଦାନ ଏହି କଷ୍ଟଦାୟକ ସମୟରେ ଅନେକ ପ୍ରାଣକୁ ଛୁଇଁବ।”

ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବଲିଉଡ ସୁପରଷ୍ଟାର ଟୁଇଟ୍ କରି ଲେଖିଛନ୍ତି: “ସାର୍, ଆପ୍ ଦିଲୀୱାଲେ ହୋ, thank you ମତ୍ କରୋ, ହୁକୁମ୍ କରୋ। , ଯଦି ଈଶ୍ୱର ଚାହିଁବେ ଆମେ ଖୁବ ଶୀଘ୍ର ଏହି ଅସୁବିଧାରୁ ମୁକ୍ତ ହେବା। “

   ସମ୍ବନ୍ଧିତ ଖବର


କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ରିୟଲ ଟ୍ୟାଲେଣ୍ଟ : ଏହି ଡ୍ୟାନ୍ସ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ଏବେ ଯାଏ ଏକାଠି ଫିଲ୍ମରେ କାମ କରିନାହାନ୍ତି ବଚ୍ଚନ-ମାଧୁରୀ, କ’ଣ କାରଣ..କିଏ ହୋଇଥିଲେ କି ବାଧକ ?

ବିବାଦରେ ଏକତାଙ୍କ ନୂଆ ୱେବ୍‌ ସିରିଜ୍ ‘XXX-2’, ଅଶ୍ଳିଳ ବିଷୟବସ୍ତୁ ଆଭିଯୋଗରେ ମାମଲା ରୁଜୁ