PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ସେଣ୍ଟ୍ରାଲ ଜେଲର ୩ ଅଧିକାରୀ ଓ ୫୦ କଏଦୀ କରୋନା ପଜିଟିଭ, ଭୟଙ୍କର ରୂପ ନେଉଛି ମହାମାରୀ

https://www.business-standard.com/

ଥିରୁଅନନ୍ତପୁରମ,୧୫।୮: କେରଳରେ କରୋନା ଭାଇରସ୍ ମହାମାରୀ ରୂପ ନେବାରେ ଲାଗିଛି।  ପ୍ରତିଦିନ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ସଂକ୍ରମଣ ଜେଲରେ ମଧ୍ୟ ବ୍ୟାପିବାରେ ଲାଗିଛି। କେରଳର ସେଣ୍ଟ୍ରାଲ ଜେଲରେ ଶନିବାର ୩ ଅଧିକାରୀ ଓ ୫୦ ଜଣ କଏଦୀଙ୍କୁ କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ଏହା ସହିତ ଥିରୁଅନନ୍ତପୁରମ ସେଣ୍ଟ୍ରାଲ ଜେଲ ଓ କୋଲ୍ଲମ ଜେଲରେ ଥିବା ମୋଟ ୨୬୬ କଏଦୀ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇସାରିଛନ୍ତି। କେରଳର ଡିଆଇଜି, ଜେଲ(ମୁଖ୍ୟାଳୟ) ସନ୍ତୋଷ ଏସ ଏହି  ସୂଚନା ଦେଇଛନ୍ତି।

କେରଳରେ ଶୁକ୍ରବାର କୋଭିଡ୍-୧୯ର ୧,୫୬୯ ନୂଆ ମାମଲା ସାମନାକୁ ଆସିଛି, ଯାହାପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧,୨୭୭ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା କହିଛନ୍ତି, ସଂକ୍ରମିତ ହୋଇଥିବା ରୋଗୀଙ୍କ ଭିତରେ ୨୭ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ଶୁକ୍ରବାର ୧,୩୦୪ ଜଣ ରୋଗୀ ଠିକ୍ ହୋଇସାରିଛନ୍ତି ଓ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬,୯୯୬ ରୋଗୀ ଠିକ୍ ହୋଇସାରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୁଁ ରାଜ୍ୟରେ କୋଭିଡ୍-୧୯ ପାଇଁ ୧୪,୦୯୪ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ୫୬ ରୋଗୀ ବିଦେଶରୁ କେରଳ ଆସିଛନ୍ତି, ସେଭଳି ୧୩୨ ରୋଗୀ ଅନ୍ୟ ରାଜ୍ୟରୁ ଆଉ ଏକ ରାଜ୍ୟ ଫେରୁଛନ୍ତି। ସେ କହିଛନ୍ତି ୧୫୬୯ ନୂଆ ମାମଲା ଭିତରୁ ୧୩୫୪ ଲୋକ ସଂକ୍ରମିତଙ୍କ ସମ୍ପର୍କରେ ଆସିବାରେ ସଂକ୍ରମିତ ହୋଇଛନ୍ତି।  

ସମ୍ବନ୍ଧିତ ଖବର