ବିଜେପିରେ ମିଶିବେ ଖାରବେଳ !

ଭୁବନେଶ୍ୱର ୨୪/୩: ମହାସମର ପାଇଁ ମଜଭୁତ ହେବାରେ ଲାଗିଛି ବିଜେପି । ରାଜ୍ଯ ରାଜନୀତିରେ ଅଭିଜ୍ଞତା ସମ୍ପନ୍ନ ନେତାମାନେ ଧରୁଛନ୍ତି ପଦ୍ମ । ବୈଜୟନ୍ତ ଓ ଦାମଙ୍କ ପରେ ଏବେ ଖାରବେଳ ମଧ୍ଯ ପଦ୍ମ ଧରିବେ । ଖାରବେଳଙ୍କ ସହିତ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ମଧ୍ଯ ପଦ୍ମ ଧରିବେ ବୋଲି ପ୍ରସ୍ତୁତ ହୋଇଗଲେଣି ।

ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ, ପୂର୍ବରୁ ଅନେକ ଥର ଇଙ୍ଗିତ ମାଧ୍ଯମରେ ବିଜେପିରେ ମିଶିବା ନେଇ ସୂଚନା ଦେଇଥିଲେ । ତେବେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବର ପଦ୍ମ ଧରିପାରନ୍ତି ଖାରବେଳ । ମିଶ୍ରଣ ପର୍ବରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ମଧ୍ଯ ପଦ୍ମ ଧରିପାରନ୍ତି । ଗତ ୨୦ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଦେବୀ ଚାନ୍ଦ ।

   ସମ୍ବନ୍ଧିତ ଖବର


୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟକ ରଖି ଭୟରେ ଥିଲା ପାକିସ୍ତାନ, ବୈଠକରେ ସେନାମୁଖ୍ୟଙ୍କ ଗୋଡ ଥରିବା ସହ ମୁଣ୍ଡରୁ ବାହାରୁଥିଲା ଝାଳ…

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା