PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍ ହେଲେ ଖୁସାଲୀ, ଦେଖନ୍ତୁ ତାଙ୍କ ହଟ୍ ଫଟୋ

ମୁମ୍ବାଇ ୨୫/୮: ଗୁଲଶନ କୁମାରଙ୍କ ଝିଅ ଖୁଶାଲୀ କୁମାର ଫିଲ୍ମରେ ଆସିବା ପୂର୍ବରୁ ପପୁଲାର୍ ହୋଇସାରିଲେଣି । ସୋସିଆଲ ମିଡିଆରେ ଏବେ ଲଗାତର ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଖୁସାଲୀ ସୋସିଆଲ ମିଡିଆ ନେଟୱର୍କିଂ ସଇଟରେ ବହୁତ ଆକ୍ଟିଭ୍ ରହୁଛନ୍ତି । ସେ ନିଜ ଗ୍ଲାମର୍ସ ଫଟୋ ସେୟାର କରୁଛନ୍ତି । ଇନଷ୍ଟାଗ୍ରାମରେ ଖୁସାଲୀଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ତାଙ୍କ ଇନଷ୍ଟା ଫଟୋ ଖୁବ୍ ଧମାଲ୍ ମଚାଉଛି । ତେବେ କିଛିଦିନ ହେବ ସେ ବଲିଉଡରେ ଏଣ୍ଟ୍ରିକୁ ନେଇ ଚର୍ଚ୍ଚାରେ ଥିଲେ । କିନ୍ତୁ ଏବେ ସେ ଏହି ଚର୍ଚ୍ଚା ଉପରେ ମୋହର  ଲଗାଇସାରିଛନ୍ତି ।

ଖୁସାଲି ଖୁବ୍ ଶୀଘ୍ର ଆର୍. ମାଧବନଙ୍କ ସହିତ ଫିଲ୍ମ ଦହି-ଚିନି ମାଧ୍ଯମରେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ଏବଂ ଏଥିପାଇଁ ସେ ପ୍ରସ୍ତୁତି କରୁଛନ୍ତି । ଖୁସାଲି ଫିଲ୍ମରେ ଜଣେ ଓକିଲ ଭୂମିକାରେ ନଜର ଆସିବେ ଏବଂ ନିଜର ଏହି ଭୂମିକା ପାଇଁ ସେ ହୋମୱର୍କ ମଧ୍ଯ ଆରମ୍ଭ କରିସାରିଲେଣି ।

ନିଜ ଫିଲ୍ମ ସମ୍ପର୍କରେ ସେ କହୁନ୍ତି ଯେ ଏହି ଚରିତ୍ର ପାଇଁ ମୁଁ ଅନେକ ବରିଷ୍ଠ ଓକିଲଙ୍କ ସହ ଆଲୋଚନା କରୁଛି ଏବଂ ତାଙ୍କ କାମ ଓ ବ୍ୟବହାରକୁ ଶିଖିବା ପାଇଁ ଚେଷ୍ଟା କରୁଛି । ମୁଁ ତାଙ୍କ କାମ କରିବାର ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ଅଦାଲତ ମଧ୍ଯ ଯାଇଥିଲି । ସେ ଆହୁରି କୁହନ୍ତି ଯେ ସେ ଜଣେ ମହିଳା ଓକିଲଙ୍କୁ ଭେଟିଥିଲେ । ତାଙ୍କ ସହ ଠିଆ ହେବା ଏବଂ ଫଟୋ କ୍ଲିକ୍ କରିବା ଏକ ବଡ କଥା ଥିଲା ।

ସମ୍ବନ୍ଧିତ ଖବର