ଥିଏଟରରେ ରିଲିଜ୍‌ ହେବ କିଆରାଙ୍କ ଫିଲ୍ମ ‘ଇନ୍ଦୁ କି ଜବାନୀ’, ଜାଣନ୍ତୁ ଫାଇନାଲ୍‌ ଡେଟ୍‌ ?

ମୁମ୍ବାଇ ୨୧।୧୧ : ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ କମ୍‌ ଦିନ ଭିତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିଆରା ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଲକ୍ଷ୍ମୀରେ ମଧ୍ୟ ନଜର ଆସିଛନ୍ତି।

ଏବେ ଅଭିନେତ୍ରୀଙ୍କ ଆଉ ଏକ ଫିଲ୍ମ ରିଲିଜ୍‌ ହେବା ଅପେକ୍ଷାରେ ରହିଛି।  କିଆରାଙ୍କ ଫିଲ୍ମ ‘ଇନ୍ଦୁ କି ଜବାନୀ’ ଆସନ୍ତା ମାସ ଅର୍ଥାତ୍ ଡିସେମ୍ବରରେ ରିଲିଜ୍ ହେବାକୁ ଯାଉଛି। ଏହାକୁ ନେଇ କିଆରା ଅତ୍ୟନ୍ତ ଖୁସି ଥିବାର ନଜର ଆସିଛି।

କିଆରାଙ୍କ ଏହି ଫିଲ୍ମ ଡିସେମ୍ବର ୧୧ ତାରିଖରେ ରିଲିଜ୍ ହୋଇପାରେ। ତେବେ ଫିଲ୍ମକୁ ଥିଏଟରରେ ରିଲିଜ୍‌ କରାଯିବାର ସମ୍ଭାବନା ରହିଛି। କରୋନା ଭାଇରସ ଯୋଗୁଁ ଗତ କିଛି ଦିନରୁ ଦେଖିବାକୁ ମିଳିଛି କି, ଅନେକ ବଡ଼ ବଡ଼ ବଜେଟ୍‌ର ଫିଲ୍ମ ଅନ୍‌ଲାଇନ୍‌ ଫ୍ଲାର୍ଟଫର୍ମରେ ରିଲିଜ୍‌ କରାଯାଇଛି।

ତେବେ ବର୍ତ୍ତମାନ ଧିରେ ଧିରେ ଫିଲ୍ମକୁ ଥିଏଟରରେ ମଧ୍ୟ ରିଲିଜ୍‌ କରାଯାଉଛି। କିଆରା ଏହି ଫିଲ୍ମକୁ ନେଇ ବେଶ୍‌ ଖୁସି ନଜର ଆସୁଛନ୍ତି। ସୋସିଆଲ ମିଡ଼ିଆରେ କିଆରା ଫିଲ୍ମର ପ୍ରମୋସନ୍‌ ମଧ୍ୟ ଆରମ୍ଭ କରିଦେଇଛନ୍ତି।

   ସମ୍ବନ୍ଧିତ ଖବର


ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍

ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…