ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ମୁମ୍ବାଇ ୨୭/୧୦: ଅଭିନେତ୍ରୀ କିମ ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ନିଜ ପୂରୁଣା ଦିନକୁ ମନେ ପକାଇ କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଉଛି । ଏହି ଫଟୋରେ କିମ୍ ସମୁଦ୍ରକୂଳରେ କଲରଫୁଲ୍ ବିକିନିରେ ନଜର ଆସୁଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ନିଜର ଏକ ଫଟୋ ସେୟାର କରି କିମ୍ କ୍ୟାପ୍ସନରେ ଲେଖିଛନ୍ତି ଯେ ‘ସମୁଦ୍ରକୂଳରେ ଗୋଟିଏ ଦିନରୁ ଆଉ ଭଲ କ’ଣ ?‘

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋ । ଏହି ଫଟୋ କିମଙ୍କ ଗତ କିଛି ଦିନ ତଳର, ଯେବେ ସେ ଛୁଟି କଟାଇବା ପାଇଁ ଗୋଆ ଯାଇଥିଲେ । କିମ୍ ଶର୍ମାଙ୍କୁ ତାଙ୍କ ପ୍ରଥମ ଫିଲ୍ମ ‘ମୋହବତେଁ’ ପାଇଁ ଜାଣନ୍ତୁ ଫ୍ୟାନ୍ସ । ଏହି ଫିଲ୍ମଟି ୨୦୦୩ରେ ରିଲିଜ ହୋଇଥିଲା ।  ଏହା ପରେ ସେ ‘ତୁମ ସେ ଅଛା କୌନ ହୈ’, ‘ତାଜମହଲ-ଏକ ଶାସ୍ୱତ ପ୍ରେମ କାହାଣୀ’ ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ଟଲିଉଡ୍‌ରେ ଏଣ୍ଟ୍ରି କରିବେ ଟ୍ୟାଲେଣ୍ଟେଡ ଓଡ଼ିଆ ଅଭିନେତା ଦେବାଶିଷ

ଦିବ୍ୟାଙ୍କୁ କରୋନା, ମା କହିଲେ ‘ଫ୍ରଡ୍ ପତି’

ଗାର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ଶାହିର ଶେଖ

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?

କଙ୍ଗନାଙ୍କୁ ‘ଦି ଟଙ୍କାର ମଣିଷ’ କହି ଆକ୍ଷେପ କରିଥିଲେ ମୁମ୍ବାଇ ମେୟର, ତା’ପରେ ପାଲଟା ଜବାବ୍‌ ଦେଲେ ପଙ୍ଗା କୁଇନ୍