ଏହି ସହରରେ ଝିଅକୁ ବିଦାଇ ସମୟରେ କାନ୍ଦିବା ପାଇଁ ଦିଆଯାଏ ଟ୍ରେନିଂ, କାରଣ ଜାଣିଲେ ହେବ ଆଶ୍ଚର୍ଯ୍ୟ

ଦୁନିଆରେ ସବୁ ମା’ ବାପାଙ୍କର ସ୍ୱପ୍ନ ଥାଏ ଝିଅ ବିବାହ । ଝିଅର ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମା’ ବାପାଙ୍କର ଚିନ୍ତା ସେତେ ମାତ୍ରାରେ ବଢିଥାଏ । କିଭଳି ଭଲ ବରପାତ୍ର ଟିଏ ମିଳିବ ଏବଂ ଧୁମଧାମରେ ଝିଅର ବିଦାଇ ହେବ। ଝିଅ ବି ସେମିତି ବିଦାଇ ହେବା ସମୟରେ ତା’ ବାପା ମା’ ଓ ତାର ପରିବାର ସଦସ୍ୟଙ୍କୁ ଛାଡ଼ି ଚାଲି ଯାଏ ବୋଲି ବହୁତ କାନ୍ଦି ଥାଏ।

କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଝିଅ ବିଦାଇ ସମୟରେ ଯେଉଁ କାନ୍ଦ କାନ୍ଦିଥାଏ ତାକୁ ସେହି ଟ୍ରେନିଂ ଦିଆଯାଇଥାଏ ବୋଲି। ନୁହେଁ ନା।

କିନ୍ତୁ ଏହି କଥା ସତ ମାତ୍ର ସମସ୍ତଙ୍କ କ୍ଷେତ୍ରରେ ନୁହେଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଝିଅକୁ ବିଦାଇ ସମୟରେ କାନ୍ଦିବା ପାଇଁ ଟ୍ରେନିଂ ଦିଆଯାଏ।

ବାହାଘର ସମୟରେ ଯେତେବେଳେ ଝିଅର ବିଦାଇ ସମୟ ଆସିଯାଏ ସେତେବେଳେ ସବୁ ଝିଅ କାନ୍ଦିବାକୁ ଲାଗିଥାନ୍ତି। ମିଡ଼ିଆ ରିପୋର୍ଟସ ଅନୁସାରେ ଭୋପାଳରେ ଏମିତି ଏକ କୋଚିଂ ସେଣ୍ଟର ଆରମ୍ଭ ହୋଇଛି।

ଯେଉଁଠାରେ ରାଧା ରାନୀ ନାମକ ଜଣେ ମହିଳା ଏହି ଟ୍ରେନିଂ ଦେଉଛନ୍ତି। ଏହି ଟ୍ରେନିଂ ନେବା ପାଇଁ ହେଲେ ସାତ ଦିନର ଏକ କୋର୍ସ କରିବାକୁ ପଡ଼ିବ। ଏଥିରେ ଝିଅ କିଭଳି ଭଲ ଭାବେ କାନ୍ଦିବ ସେଥିପାଇଁ ଏହି ଟ୍ରେନିଂ ଦିଆଯାଉଛି।

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ

ହ୍ୱାଟସ୍‌ଆପ୍‌ ଓ୍ୱେବରେ ଆସୁଛି ଏହି ସବୁ ନୂଆ ଫିଚର

୯୧ ବର୍ଷୀୟ ବୃଦ୍ଧଙ୍କୁ ସଲାମ୍‌: ମାନବ ସମାଜର ସୁରକ୍ଷା ପାଇଁ କରୁଛନ୍ତି ଏହି କାମ୍, ଭିଡିଓ ଭାଇରାଲ

ଟ୍ରେନରେ ମିଳିବ ନାହିଁ ରନ୍ଧା ଖାଦ୍ୟ, ଜାଣନ୍ତୁ କ’ଣ ନୂଆ ପ୍ଲାନ୍‌ କରୁଛି ରେଳ ବିଭାଗ

ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର