PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏମିତି ଆଙ୍ଗୁଠି ଥିବା ଲୋକଙ୍କ ଉପରେ କରନ୍ତୁନି ବିଶ୍ୱାସ, କେବେ ବି ଦେଇପାରନ୍ତି ଧୋକା

https://zeenews.india.com/

ନୂଆଦିଲ୍ଲୀ ୨୨/୭: ବେଳେବେଳେ ଆମକୁ କିଏ ଠକିଦିଏ ବା ଆମ ସହିତ ଧୋକା ହୁଏ । ସେତେବେଳେ ଆମେ ଚିନ୍ତା କରୁ ଯେ ଆମ ସହିତ ଏମିତି କାହିଁକି ହୁଏ । ଏମିତି ଠକକୁ କେମିତି ଚିହ୍ନିବା ? ଏହିଭଳି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହାର ରହସ୍ୟ ଜଣାଇବାକୁ ଯାଉଛୁ । ଯାହା ଫଳରେ ଆପଣ କେବଳ ବୁଢା ଆଙ୍ଗୁଠି ଦେଖି ନିଜ ପାଖରେ ଥିବା ଲୋକଙ୍କୁ ଚିହ୍ନିପାରିବେ ।

ଆଙ୍ଗୁଠିକୁ ଧ୍ୟାନରେ ଦେଖନ୍ତୁ
ଯେବେ ବି ଆପଣ କାହାକୁ ଭେଟିବେ ସାମ୍ନା ଲୋକର ହାତକୁ ଧ୍ୟାନର ସହ ଦେଖନ୍ତୁ । ସବୁ ଲୋକଙ୍କ ହାତର ଆକାର ଏବଂ ଭାବ ଅଲଗା ହୋଇଥାଏ । ଖାସକରି ମଣିଷମାନଙ୍କ ଆଙ୍ଗୁଠିର । ଯଦି ଆମେ ଆଙ୍ଗୁଠିର ଗଠନକୁ ଜାଣିବାର କଳା ଶିଖିଯିବା ତେବେ ଆମେ ସହଜରେ ଜାଣିପାରିବା ଯେ ସାମ୍ନା ଲୋକର ପ୍ରକୃତି କେମିତି ।

image courtesy:https://zeenews.india.com/

ମଧ୍ୟମ ଆକାର ଥିବା ଲୋକଠୁ ଦୂରେଇ ରୁହନ୍ତୁ
ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଆଙ୍ଗୁଠିର ପ୍ରଥମ ଭାଗ ମଧ୍ୟମ ଆକାରର ହୋଇଥାଏ ତେବେ ଏମିତି ଲୋକଠୁ ସତର୍କ ରୂହନ୍ତୁ । କୁହାଯାଏ କି ଏମିତି ଲୋକ ଅନ୍ୟମାନଙ୍କର ସବୁବେଳେ ଖରାପ ଚିନ୍ତା କରନ୍ତି । ତାଙ୍କର ଖାସିୟତ ଏହା ଯେ ସେମାନଙ୍କ ମନରେ କଣ ଚାଲିଥାଏ ତାହା କେହି ଜାଣିପାରନ୍ତି ନାହିଁ । ଫଳରେ ସେମାନଙ୍କ ସହିତ ସମ୍ପର୍କ ଗଢିବା ମହଙ୍ଗା ପଡିପାରେ ।

image courtesy:https://zeenews.india.com/

ଆଙ୍ଗୁଠିର ଉପରି ଭାଗ ମୋଟା ହୋଇଥିବା ଲୋକମାନେ ସ୍ୱାର୍ଥପର
ଏମିତି ବ୍ୟକ୍ତି ଯେଉଁମାନଙ୍କ ଆଙ୍ଗୁଠିର ଉପରି ଭାଗ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ ଏବଂ ନିମ୍ନ ଭାଗ ସାମାନ୍ୟ ଆକାରର ହୋଇଥାଏ ସେମାନଙ୍କଠୁ ସତର୍କ ରହିବା ଉଚିତ୍ । କୁହାଯାଏ ଏମିତି ଲୋକ ସବୁବେଳେ ନିଜ ହିତ କଥା ଚିନ୍ତା କରନ୍ତି । ଏମାନେ ବହୁତ ଚିନ୍ତା କରି କେବଳ ନିଜ ହିତ କଥା ଚିନ୍ତା କରନ୍ତି ଏବଂ କୌଣସି ସମ୍ପର୍କ ଭାଙ୍ଗିପାରନ୍ତି । ଏହି କାରଣରୁ ଏମାନଙ୍କଠୁ ଦୂରେଇ ରହିବା ଉଚିତ୍ ।

image courtesy:https://zeenews.india.com/

ଗୋଲ ଆକାର ଥିବା ଲୋକଠୁ ଦୂରେଇ ରୁହନ୍ତୁ
ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଆଙ୍ଗୁଠିର ଆକାର ସମ୍ପୂର୍ଣ୍ଣ ଗୋଲ ବା ସାଧାରଣଠୁ ଅଧିକ ଚଉଡା ତେବେ ଏଭଳି ଲୋକଙ୍କଠୁ ସତର୍କ ରୁହନ୍ତୁ । କୁହାଯାଏ କି ଏମିତି ଜାତକ ନିଜ ଫାଇଦା ପାଇଂ ସମ୍ପର୍କ ରଖନ୍ତି । ଥରେ ଏମାନଙ୍କ କାମ ହାସଲ ହୋଇଗଲେ ଏମାନେ କାହାକୁ ଚିହ୍ନନ୍ତି ନାହିଁ ।

image courtesy:https://zeenews.india.com/

ଆଙ୍ଗୁଠିରେ କ୍ରଶ୍ ଚିହ୍ନ
ଯଦି କୌଣସି ବ୍ୟକ୍ତିର ଆଙ୍ଗୁଠିର ଦ୍ୱିତୀୟ ଭାଗରେ ୩ଟି ରେଖା ଅଛି ବା କ୍ରଶ୍ ଚିହ୍ନ ଅଛି ତେବେ ସେମାନଙ୍କଠୁ ଦୂରେଇ ରହିବା ଉଚିତ୍ । କୁହାଯାଏ କି ଏମିତି ଲୋକମାନେ ବହୁତ ଧୃର୍ତ୍ତ ହୋଇଥାଏ । ଏହି କାରଣରୁ ଏମାନଙ୍କ ସହ ବନ୍ଧୁତା କରିବା ଫଳରେ ମାନସିକ ଚାପ ବଢିଥାଏ । କେବଳ ଏତିକି ନୁହେଁ, ଏମାନଙ୍କ ସହ ରହିଲେ ଅନେକ ସମସ୍ୟାର ସମ୍ପୁଖୀନ ମଧ୍ୟ ହେବାକୁ ପଡିଥାଏ ।