ଜାଣନ୍ତୁ,କେଉଁଥିପାଇଁ ଗଡକାରୀଙ୍କ କଟିଥିଲା ଚାଲାନ

ନୂଆଦିଲ୍ଲୀ,୯।୯: ଯାତାୟତ ନିମୟର ଉଲଂଘନ କରିବା ଉପରେ ଭାରି ଜରିମନା ଲଗାଯିବାକୁ ନେଇ ସୃଷ୍ଟି ହେଉଥିବା ଚିନ୍ତା ଭିତରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀ ସୋମବାର କହିଛନ୍ତି,ମୁମ୍ବାଇର ବାନ୍ଦ୍ରାରୁ ଓ୍ବର୍ଲିରୁ ଲିଙ୍କ ଉପରେ ଅଧିକ ଗତି ପାଇଁ ତାଙ୍କ ଉପରେ ଜରିମନା ଲଗାଯାଇ ସାରିଛି।

ମୁମ୍ୱାଇର ବାନ୍ଦ୍ରାରେ ତାଙ୍କ କାର୍‌ ଅତ୍ୟଧିକ ସ୍ପିଡରେ ଯାଇଥିଲା ଯାହାକି ଟ୍ରାଫିକ୍ ଆଇନର ଉଲ୍ଲଂଘନ କରିଥିଲା। ଏହାପରେ ତାଙ୍କ ଘରକୁ ଜୋରିମାନା ଦେବାକୁ ନୋଟିସ୍ ଆସିଥିଲା ବୋଲି ସେ କହିଛନ୍ତି। ସେଥିପାଇଁ ସେ ତଣ୍ଡ କେତେ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ କରିଛନ୍ତି। ଟ୍ରାଫିକ୍ ଆଇନ ଅନୁଯାୟୀ ନିୟମରୁ ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ ଧାରା ୧୮୩ ଅନୁଯାୟୀ ୧୦୦୦ ଟଙ୍କା ସର୍ବନିମ୍ନ ଜୋରିମାନା ରହିଥିବା ବେଳେ ସର୍ବାଧିକ ୨୦୦୦ ଟଙ୍କା ଜୋରିମାନା ଦେବାକୁ ନିୟମ ରହିଛି।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ