PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଭିଆଇର ନନ୍‌ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍ ଓ ଡାଇରେକ୍ଟର ପଦରୁ କାହିଁକି ହଟିଲେ କୁମାର ମଙ୍ଗଳମ ବିର୍ଲା ?

pic-indiatoday

ନୂଆଦିଲ୍ଲୀ: ଭୋଡାଫୋନ-ଆଇଡିଆର ଅଣକାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ଅଣକାର୍ଯ୍ୟକାରୀ ଚେୟାରମ୍ୟାନ ପଦରୁ ହଟିଲେ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା। ସ୍ୱ ଇଚ୍ଛାରେ ସେ ଏହି ପଦ ଛାଡ଼ିବାକୁ ନିବେଦନ କରିଥିଲେ। ବୁଧବାର ତାଙ୍କ ଆବେଦନ ସ୍ୱୀକାର କରାଯିବା ସହିତ ଉପରୋକ୍ତ ପଦବୀରୁ ତାଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦିତ୍ୟ ବିର୍ଲାଗ୍ରୁପ୍‌ର ହିମାଂଶୁ କାପାନିଆଙ୍କୁ ଭିଆଇଏଲ୍‌ କମ୍ପାନୀରେ ନିଯୁକ୍ତି ଦିଆଯାଇଛି।

ଏନେଇ ଗତକାଲି ଭିଆଇଏଲ୍‌ ଅଣକାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ଅଣକାର୍ଯ୍ୟକାରୀ ଚେୟାରମ୍ୟାନ ବୋର୍ଡର ବୈଠକ ବସିଥିଲା। ଏହି ବୈଠକରେ କୁମାର ମଙ୍ଗଳମ ବିର୍ଲାଙ୍କ ଆବେଦନ ସ୍ୱୀକାର କରାଯାଇଥିଲା। ଏବଂ ପରେ କାପାନିଆଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା।

ଭିଆଇଏଲ୍ କମ୍ପାନୀ ଉପରେ କୋଟି କୋଟି ଟଙ୍କାର ଏଭେରେଜ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍) ପଡ଼ି ରହିଛି। ଏପଟେ ଗ୍ରାହକ ଭିଆଇଏଲ୍‌ରୁ ମୁହଁ ଫେରାଇ ନେଉଥିବାରୁ କମ୍ପାନୀ ଶେୟାର ବାରମ୍ବାର କମିବାରେ ଲାଗିଛି। ଏଭଳି ପରିସ୍ଥିତି ମଙ୍ଗଳମ ବିର୍ଲାଙ୍କ ପଦବୀ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର