PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଗୌହର ଖାନଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ଫିଲ୍ମ ନିର୍ମାତା, କହିଥିଲେ କେଉଁ ବୟସରେ ମରିବେ

ମୁମ୍ବାଇ ୨୧।୧୦ : ଗୌହର ଖାନ ଟେଲିଭିଜନ ସହିତ ବଡ ପରଦାରେ ବହୁତ କାମ କରିଛନ୍ତି। କିନ୍ତୁ ସେ ବିଗ୍ ବସ୍ ସିଜନ୍ ୭ ପର ଠାରୁ ଏକ ଭିନ୍ନ ପରିଚୟ ପାଇଛନ୍ତି। ଗୌହର ଖାନ ତାଙ୍କ ଚଳଚ୍ଚିତ୍ର ସହିତ ବିନ୍ଦଦାସ କହିବା ଶୈଳୀ ପାଇଁ ବହୁତ ଲୋକପ୍ରିୟ । ନିକଟରେ ଗୌହର ଖାନଙ୍କୁ ବିକ୍ରାନ୍ତ ମେସି ଏବଂ କ୍ରିତି ଖାରବନ୍ଦାଙ୍କ ଫିଲ୍ମ ‘୧୪ ଫେରେ’ ଦେଖିବାକୁ ମିଳିଥିଲା। ଗଣମାଧ୍ୟମର ପାରସ୍ପରିକ କଥାବାର୍ତ୍ତା ସମୟରେ ଗୌହର ଖାନ ଜଣେ ନିର୍ମାତାଙ୍କୁ ନେଇ ଏପରି ଖୁଲାସା କରିଥିଲେ ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପ ସମୟରେ ଗୌହର ଖାନ କହିଛନ୍ତି ଯେ ଜଣେ ନିର୍ମାତା ତାଙ୍କୁ କିପରି ତାଙ୍କ ଜାତକ ମାଗିଥିଲେ ଏବଂ ଏହା ପରେ ତାଙ୍କୁ ଏମିତି କିଛି କରିବାକୁ କହିଥିଲେ ଯେ, ଯାହାପରେ ଗୌହର ଖାନଙ୍କ ହୋସ୍‌ ଉଡ଼ିଯାଇଥିଲା। ପ୍ରକୃତରେ ନିର୍ମାତା ଗୌହରଙ୍କ ଭବିଷ୍ୟବାଣୀ କରିଥିଲେ। ଗୌହର ଖାନ୍‌ଙ୍କର କେବେ ମୃତ୍ୟୁ ହେବ ନିର୍ମାତା କହିଥିଲେ।

ଗୌହର ଖାନ ଆହୁରି କହିଛନ୍ତି ଯେ ନିର୍ମାତା ତାଙ୍କୁ ତାଙ୍କ ତାରିଖ, ସମୟ, ସ୍ଥାନ ଏବଂ ଜନ୍ମ ଦିନ ବିଷୟରେ ପଚାରିଥିଲେ। ତା’ପରେ ୧୫ ଦିନ ପରେ ସେ ମୋତେ ଡାକିଥିଲେ । ସେ ମୋତେ ଅତି ଗମ୍ଭୀରତାର ସହ କହିଥିଲେ ଯେ ତୁମ ସହିତ କିଛି ହେବ ନାହିଁ, ତୁମେ ଚଳଚ୍ଚିତ୍ର କର ନାହିଁ, ଏହି ସ୍ୱପ୍ନ ଛାଡି ଦିଅ, କିଛି ବ୍ୟବସାୟ କର । ତୁମର ୩୦-୩୫ ବର୍ଷ ବୟସ ଭିତରେ ମୃତ୍ୟୁ ହୋଇଯିବ। ନିର୍ମାତାଙ୍କର ହିବାନୁସାରେ ଗୌହରଙ୍କୁ ଏକ ଅଜବ ରୋଗ ହେବ। ଗୌହର ଏହି କଥା ଶୁଣି ଖୁବ୍‌ ହସିଥିଲେ । ତାଙ୍କର ଏହି କଥାକୁ ଆଜି ବି ମନେ ରଖିଛନ୍ତି ବୋଲି ଗୌହର କହିଛନ୍ତି।