ଲଦାଖ୍‌କୁ ମିଳିଲା ନୂଆ ଯାନ ରେଜିଷ୍ଟ୍ରେସନ୍ ଟ୍ୟାଗ୍, ଏବେ LA ରୁ ଆରମ୍ଭ ହେବ ଗାଡି ନମ୍ବର

ନୁଆଦିଲ୍ଲୀ ୧/୧୨: ଲଦାଖରେ ଯାନର ରେଜିଷ୍ଟ୍ରେସନକୁ ନେଇ ସରକାର ଏକ ନୂଆ ପଞ୍ଜୀକୃତ ଟ୍ୟାଗ୍ LA(ଏଲଏ) ଆରମ୍ଭ କରିଦେଇଛନ୍ତି । ଏବେ ଲଦାଖରେ ଗାଡ଼ିର ନମ୍ବରରେ ଆରମ୍ଭରୁ JK ନ ରହି LA ରହିବ । ଆପଣଙ୍କୁ କହିରଖୁଛୁ ସରକାର ୫ ଅଗଷ୍ଟରେ ଅନୁଚ୍ଛେଦ ୩୭୦ କୁ ସମାପ୍ତ କରି ଜମ୍ମୁ କଶ୍ମୀର ଓ ଲଦାଖ ନାମରେ ୨ ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିଦେଇଥିଲେ ।

ପୂର୍ବରୁ ଜମ୍ମୁ କଶ୍ମୀର ଅଂଶ ଥିଲା ଲଦାଖ୍
ସରକାର ୫ ଅଗଷ୍ଟରେ ଅନୁଚ୍ଛେଦ ୩୭୦କୁ ସମାପ୍ତ କରିଦେଇଥିଲେ । ଏହାପରେ କଶ୍ମୀର ଓ ଲଦାଖ୍ ନାଁରେ ୨ ନୂଆ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହୋଇଥିଲା ।

ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ଜରୁରୀ
ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ଲାଗିବା ବାଧ୍ୟତାମୂଳକ । ଏଥିପାଇଁ ପରିବହନ ବିଭାଗ ୨୩୬ ଡିଲରଙ୍କୁ ଚିହ୍ନଟ କରିଛି । ଏଣିକି ସବୁ ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ଲଗାଯିବ ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତ ସିଂ ମାମଲା : ବାନ୍ଦ୍ରା ପୋଲିସ ଷ୍ଟେସନରେ ସଞ୍ଜୟ ଲୀଲା ଭନ୍‌ସାଲୀ, ଚାଲିଛି ପଚରାଉଚରା