ଭଦ୍ରକ: ୧୩ରୁ ୩୧ ତାରିଖ ପର୍ଯ୍ୟନ୍ତ କଟକଣା

ଭଦ୍ରକ ୧୧/୮: ଅଗଷ୍ଟ ୧୩ ତାରିଖରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ଭଦ୍ରକ ପୌରପାଳିକା ଓ ସଂଲଗ୍ନ ଅଞ୍ଚଳରେ ଲାଗିଲା କଟକଣା । ପୌରପାଳିକା ସହ ରାନ୍ଦିଆ ଵଜାର, ସାମରାଇପୁର, ଏରେଇଁ ପଞ୍ଚାୟତର ଚରମ୍ପା ଓଭରବ୍ରିଜ ଠାରୁ ଧଳସାହି ସମସ୍ତ ଦୋକାନ ବଜାର ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ୩ଟା ପରେ ଲୋକଙ୍କ ଯାତାୟାତ ବନ୍ଦ ରହିବ । ଶନିବାର ଓ ରଵିଵାର ପୂର୍ବ ଭଳି ସଂପୂର୍ଣ୍ଣ ସଟଡାଉନ ରହିବ । ଭଦ୍ରକରେ ସଂକ୍ରମଣ ଅଧିକ ବଢୁଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

   ସମ୍ବନ୍ଧିତ ଖବର


ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ପାକିସ୍ତାନ ଜେଲରୁ କେବେ ମୁକୁଳିବେ ଆନନ୍ଦ? ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକେ,୧୯୬୫ ମସିହା ଯୁଦ୍ଧ ବେଳେ ବନ୍ଦୀ କରି ନେଇଥିଲା ପାକ୍

OSAPର ୩ ଯବାନ ପୋଡି ହୋଇ ଗୁରୁତର, ମଶା ଧୂପରୁ ନିଆଁ ଲାଗିଥିବା ସୂଚନା

ଭାରସାମ୍ୟ ହରାଇ ପୋଲ ବାଡ଼ରେ ଝୁଲିଲା ‘ସାନୁ- ମାନୁ’ ବସ୍, ୧୧ ଆହତ