PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ବଜେଟ ୨୦୧୯: ପ୍ରତି କୃଷକଙ୍କ ଖାତାକୁ ଯିବ ୬ହଜାର ଟଙ୍କା

ଭୁବେନଶ୍ବର, ୧ /୨: ଆଜି ଅଥର୍ମନ୍ତ୍ରୀ ପୀୟୁଷ ଗୋୟେଲ ସଂସଦେର ୨୦୧୯-୨୦ ଆଥିର୍କ ବଷର୍ର ପ୍ରଥମ ୪ମ।ସ ପ।ଇଁ କ।ମଚଳ। ବେଜଟ ଆଗତ କରିଛନ୍ତି। ଏଥର ସରକ।ର ଭୋଟରଙ୍କୁ ଆକୃଷ୍ଟ କରିବ। ପ।ଇଁ ଲୋଭନୀୟ ଘୋଷଣ। କରିଛନ୍ତି। ବିେଶେକରି ଆଗ।ମୀ ସ।ଧ।ରଣ ନିବର୍।ଚନକୁ ଆଖି ଆଗେର ରଖଇ ସରକ।ର ପ୍ରଥେମ ଦେଶର କୃଷକମ।ନଙ୍କୁ ପ୍ରେେଲ।ଭିତ କରିବ। ପ।ଇଁ ଉଦ୍ୟମ କରିଛନ୍ତି। ଯେଉଁ କୃଷକଙ୍କ ପ।ଖେର ୨ ହେକ୍ଟର ଜମି ଥିବ ସେମାନଙ୍କୁ ବ।ଷିର୍କ ୬ ହଜ।ର ଟଙ୍କ।ର ସହ।ୟତ। ମିଳିବ। କୃଷକଙ୍କ ଅକ।ଉଂଟକୁ ଏହ। ସିଧ।ସଳଖ ଭ।େବ ଯିବ। ଉପକୃତ ହେବେ ୧୨କୋଟି କୃଷକଙ୍କ ପରିବ।ର । କୃଷକଙ୍କୁ ୩ଟି କିସ୍ତିରେ ମିଳିବ ଟଙ୍କ। । ପିଛିଲ। ଭାବେ ଏହି ବ୍ୟବସ୍‌ଥ। ୨୦୧୮ ଡିସେମ୍ବର ୧ରୁ ଲ।ଗୁ ହେବ। ଏନ୍ଡ଼ିଏ ସରକ।ରରେ କୃଷକଙ୍କର ଆୟ ଦୁଇ ଗୁଣ। ହୋଇଛି । ୨୦୨୨ ସୁଦ୍ଧ। ମିଳିବ ସମସ୍ତଙ୍କୁ ଘର । ସରକ।ର ଆସନ୍ତ। ଆଥିର୍କ ବଷର୍ର ପ୍ରଥମ ୪ ମ।ସର ଖଚର୍ ତୁଲ।ଇବ। ପ।ଇଁ ଲେଖ।ନୁଦ।ନ ଆଗତ କରିଛନ୍ତି। ନିବାଚନ ପେର ନୂଆ ସରକ।ର ଗଠନ ହେଲେ ପୂଣ୍ଣ।ଙ୍ଗ ବେଜେଟ୍ ଆଗତ ହେବ। । ଦରବୃଦ୍ଧିକୁ ସରକ।ର ନିୟନ୍ତ୍ରଣ କରୁଛନ୍ତି । ବ୍ୟ।ଙ୍କିଙ୍କ୍ ବ୍ୟବସ୍ଥ।ରେ ସୁଧ।ର ଆଣିଛି । ମନରେଗ। ପ।ଇଁ ୬୦ ହଜ।ର କୋଟି ରହିଛି । ୨୦୨୧ ସୁଦ୍ଧ। ସବୁ ଘରେ ପହଂଚିବ ବିଜୁଳି । ପ୍ରଧ।ନମନ୍ତ୍ରୀ ସଡ଼କ ଯୋଜନ।ରେ ୯୫ ହଜ।ର କୋଟି । ଗତ ୪ବର୍ଷ ମଧ୍ୟରେ ଦେଶର ସ।ମଗ୍ରିକ ବିକ।ଶ ହୋଇଛି । ସୋଭ।ଗ୍ୟ ଯୋଜନ।ରେ ସବୁ ଘରକୁ ବିଜୁଳି ସଂଯୋଗ । ଗରିବଙ୍କ ପ।ଇଁ ସରଂକ୍ଷଣର ବ୍ୟବସ୍ଥ। କରିଛୁ । ଗ୍ର।ମ।ଞ୍ଚଳରେ ଯୋଗ।ଯୋଗ ବ୍ୟବସ୍ଥ। ୨ଗୁଣ।କୁ ବୃଦ୍ଧି । ହରିୟ।ଣ।ରେ ଏମ୍ସର ୨୨ତମ ଶ।ଖ। ପ୍ରତିଷ୍ଠ। ହେବ । ନ୍ୟୁୟ ଇଣ୍ଡିଆ ଦିଗରେ ଅନଗ୍ରସର ହୋଇଛି ଭ।ରତ । ଋଣ ଖିଲ।ପକ।ରୀଙ୍କ ବିରୋଧରେ ଦୃଢ଼ କ।ର୍ଯ୍ୟ।ନୁଷ୍ଠନ । କ।ର୍ଯ୍ୟକ।ରୀ ହେବ ମେଗ। ପେନ୍ସନ୍ ଯୋଜନ। । ପ୍ରତ୍ୟେକ ହିତ।ଧିକ।ରୀ ପ।ଇବେ ୩ ହଜ।ର କୋଟି । ଏନ୍ଏଚ୍ ବିକ।ଶରେ ବିଶ୍ୱରେ ଭ।ରତ ପଛୁଆ । ଉଜ୍ଜ୍ୱଳ।ରେ ୮କୋଟି ପରିବ।ରକୁ ଗ୍ୟ।ସ ସଂଯୋଗ ଲକ୍ଷ୍ୟ ରହିଛି ବୋଲି ଘୋଷଣ। କରିଛନ୍ତି ଅଥର୍ମନ୍ତ୍ରୀ ଶ୍ରୀ ଗୋୟଲ ।