ଲକ୍‌ଡାଉନ୍‌-୪ରେ ଖୋଲା ରହିବ ଏସବୁ ବନ୍ଦ ହେବ…

ନୂଆଦିଲ୍ଲୀ – କେନ୍ଦ୍ରସରକାର ଲକ୍‌ଡାଉନ୍‌ ୪କୁ ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଲକ୍‌ଡାଉନ୍‌ ୪ . ୧୪ ଦିନ ପାଇଁ ହେବ । ଏହା ମେ ୧୮ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଜାତୀୟ ବପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ଲକ୍‌ଡାଉନ୍‌କୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ବଳବତ୍ତର ରହିବ । ହଟସ୍ପଟରେ କଟକଣା ଜାରି ରହିବ ।

ଦେଶରେ ମେ’ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି
କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି
ଜାରି ରହିବ ହୋମ୍ ଡେଲିଭରି , ସ୍କୁଲ୍‌ ଓ କଲେଜ୍‌ ବନ୍ଦ ରହିବ ।
ବନ୍ଦ ରହିବ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ
ବନ୍ଦ ରହିବ ହୋଟେଲ, ରେଷ୍ଟୁରାଣ୍ଟ
ରାଜ୍ୟ ସରକାର ପ୍ରସ୍ତୁତ କରିବେ ଜୋନ୍ ତାଲିକା
ହଟ୍ ସ୍ପଟ୍ ଅଞ୍ଚଳରେ ଜାରି ରହିବ କଡ଼ା କଟକଣା
ସ୍ପୋର୍ସ କମ୍ପଲେକ୍ସ ଓ ଷ୍ଟାଡିୟମ୍‌ ଖୋଲିବ ହେଲେ ଯାଇ ପାରିବେନି ଦର୍ଶକ

   ସମ୍ବନ୍ଧିତ ଖବର


ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ୩ ମାସ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଏହି ରାଜ୍ୟରେ ନିୟମ ଲାଗୁ

ଟ୍ରକ ଚୋରି କରି ଜେଲ୍ ‌ଯାଇଥିଲା , ଜାମିନ୍‌ରେ ଆସି ପୁଣି ଥାନା ପରିସରରୁ ସେହି ଟ୍ରକକୁ ଚୋରି କଲା ଚୋର

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ