ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ଭୁବନେଶ୍ୱର ୦୩।୦୪: ଭୁବନେଶ୍ୱର ଓ ଭଦ୍ରକ ପରେ କଟକ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ହେବ । ଷଷ୍ଠ କରୋନା ପଜିଟିଭ୍‌ କଟକରେ ଚିହ୍ନଟ ପରେ ତୁରନ୍ତ ମୁଖ୍ୟ ଶାସନ ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍‌ କରି ସେ ଏହି ନିଷ୍ପତ୍ତି ଜଣାଇଛନ୍ତି । ନୂତନ କରୋନା ସଂକ୍ରମିତ କଟକରେ ଚିହ୍ନଟ ହେବା ପରେ ଏବେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌ ସମୟରେ ପୂର୍ବରୁ ଥିବା କିଛି ଜରୁରୀ ସେବାରେ ବି ଲାଗିବ ରୋକ୍‌ । ଡାଲି ଚାଉଳ ବା ତେଜରାତି ଦୋକାନ ସହ , ମାଛ, ମାଂସ ଆଦି ଆମିଷ ଦୋକାନ,ପରିବା ଦୋକାନ , କ୍ଷୀର ବୁଥ୍‌ ବି ବନ୍ଦ ରହିବ । କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲାରହିବ । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇପାରେ । କଟକ ସଟ୍‌ଡାଉନ୍‌ ନିଷ୍ପତ୍ତି ପରେ ଏବେ ଦୈତନଗରୀ ସମ୍ପର୍ଣ୍ଣ ସଟ୍‌ଡାଉନ୍‌ ।

   ସମ୍ବନ୍ଧିତ ଖବର


ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ପିଲାଙ୍କ ନାମଲେଖା ସରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ

ଟଳିନି ମହାମାରୀ ବିପଦ: ବେପରୁଆ ହେଲେ ବଦଳାଇ ଦେବ ଅସଲ ରୂପ, ଦିନକୁ ଦିନ ଦ୍ରୁତଗତିରେ ମାଡ଼ୁଛି କରୋନା

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୭ଶହ ପାର୍

କରୋନା ମୁକାବିଲା ପାଇଁ ଅଢ଼େଇ କୋଟି ଦେଲେ ବାଗଚୀ ଦମ୍ପତି

ଦୁଇଦିନିଆ ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ମୂଲ୍ୟାୟନ ବନ୍ଦ

୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାକୁ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ