PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଲକ୍‌ଡାଉନ୍‌ରେ ଦୋକାନର ଅଧା ସଟର ଖୋଲି ଚାଲିଥିଲା ​ବେପାର, ହଠାତ୍ ଚଢ଼ଉ କରି ମୋଟା ଅଙ୍କର ଫାଇନ୍ କାଟିଲା ପୁଲିସ

ଭୁବନ,୦୧/୦୬: କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ ଓ ସଟ୍‌ଡାଉନ ଫଳରେ କ୍ଷୁଦ୍ର ବ୍ୟବସାୟୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଖରେ ପରିବାର ଚଳାଇବାକୁ ଏବେ ଟଙ୍କାଟିଏ ମଧ୍ୟ ନାହିଁ । ଯାହା ଫଳରେ ଲୁଚାଚୋରାରେ ଦୋକାନ ଖୋଲୁଛନ୍ତି ।

ଲକ୍‌ଡାଉନକୁ ଜୁନ୍‌ ୧୬ ଯାଏ ବୃଦ୍ଧି କରିବା ଫଳରେ କେତେକ କ୍ଷୁଦ୍ର ବ୍ୟବସାୟୀ ଲୁଚାଛପାରେ ଘଣ୍ଟେ ଦୁଇଘଣ୍ଟା ପାଇଁ ଦୋକାନ ଖୋଲି ବେପାର କରିବାକୁ ବସିଛନ୍ତି । ଭୁବନ ଥାନା ପୁଲିସ ନୂଆବଜାର ଓ କାଳୀବଜାରରେ ମାସ୍କ ଚେକିଙ୍ଗ କରୁଥିବା ବେଳେ ବିଭିନ୍ନ ଛୋଟ ଦୋକାନୀ ସଟର ଖୋଲି ବେପାର କରୁଥିବା ଦେଖି କେତେକଙ୍କୁ ସରକାରଙ୍କ ନିୟମ ମାନିବାକୁ ବୁଝାସୁଝା କରିଥିଲେ । ଆଉ କେତେକଙ୍କ ଠାରୁ ଫାଇନ ଆଦାୟ କରିଥିଲେ । ସମୁଦାୟ ୫ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି । ସରକାର ଲକଡାଉନ ବୃଦ୍ଧି କରୁଥିବା ବେଳେ ଦିନ ମଜୁରିଆ,ଖଟିଖିଆ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଦିଲ୍ଲୀ ଭଳି ଭତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି ହୋଇଛି ।