ପ୍ରମୁଖ ଖବର
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ବଲାଙ୍ଗିର: ଜଙ୍ଗଲ ଭିତରେ ପ୍ରେମୀ ଯୁଗଳଙ୍କୁ ସ୍ଥାନୀୟ ଯୁବକଙ୍କ ଅସଦାଚରଣ, ଭିଡିଓ ଭାଇରାଲ

ବଲାଙ୍ଗିର ୨୪/୧୦:  ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରା ମୁଣ୍ଡା ଜଙ୍ଗଳ ଭିତରେ  ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ପ୍ରେମୀ ଯୁଗଳଙ୍କୁ କିଛି ସ୍ଥାନୀୟ ଲୋକେ ଦୁର୍ବବ୍ୟବହାର କରୁଥିବା ନଜର ଆସୁଛି । ଭିଡିଓ ଦେଖି ଜଣାପଡୁଛି ଯେ ପ୍ରେମୀ ଯୁଗଳ ବାଇକରେ ଜଙ୍ଗଲ ଭିତରକୁ ବୁଲିବା ପାଇଁ ଯାଇଥିଲେ । ଏବଂ ସେଠାରେ ସେମାନଙ୍କୁ ସ୍ଥାନୀୟ ଯୁବକମାନଙ୍କ ସମ୍ମୁଖୀନ ହେବାକୁ ପଡିଥିଲା ।

wp:html /wp:html

ଭିଡିଓରେ ଦେଖାଯାଉଛି ଯେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ କିଛି ସେମାନଙ୍କୁ  ଘର କେଉଁଠି ଏବଂ କାହିଁକି ଏଠାକୁ ଆସିଥିଲ ବୋଲି ପଚାରୁଛନ୍ତି । ତେବେ ପ୍ରେମୀଯୁଗଳଙ୍କ ମଧ୍ୟରୁ ଯୁବତୀ ଜଣକ କୌଣସି ଏକ କଲେଜର ଛାତ୍ରୀ ଏବଂ ସେ କଲେଜ ୟୁନିଫର୍ମରେ ଅଛନ୍ତି । ଏବଂ ପୁଅଟି ଆଖପାଖ ଅଞ୍ଚଳର ବୋଲି ଭିଡିଓରେ କହୁଥିବା ଜଣାପଡିଛି । ଭିଡିଓଟିରେ ଝିଅଟି ଅଚେତ ହୋଇ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରାଲ ହେବାପରେ ପୋଲିସ ଏହାର ତଦନ୍ତ କରିବା ପାଇଁ ଦାବି ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.