PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଏହି ରାଜ୍ୟରେ ଲୁଙ୍ଗି ପିନ୍ଧି ଗାଡି ଚଲାଇଲେ ଦେବାକୁ ପଡିବ ଜରିମନା,ଜାଣନ୍ତୁ କ’ଣ ରହିଛି ନିୟମ

ଲକ୍ଷ୍ନୌ,୯।୯: ଭାରତରେ ଲୁଙ୍ଗି ଏକ ଆରାମଦାୟକ ପୋଷାକ ମଧ୍ୟରେ ଅନେକ ଲୋକ ବ୍ୟବହାର କରନ୍ତି।  ଦକ୍ଷିଣ ଭାରତରୁ ନେଇ ଉତ୍ତର ଭାରତ ସବୁଠାରେ ଲୁଙ୍ଗି, ସାଧାରଣ ଲୋକଙ୍କ ପାଇଁ ଏକ ପ୍ରଚଳିତ ପୋଷାକ। କିନ୍ତୁ ନୂଆ ନିୟମ ଅନୁସାରେ ଉତ୍ତର ପ୍ରଦେଶର ଟ୍ରକ ଡ୍ରାଇଭରଙ୍କ ପାଇଁ ବଡ ଅସୁବିଧା ହୋଇପାରେ। ଆଇନ ଅନୁସାରେ ଯଦି କେହି ଲୁଙ୍ଗି ପିନ୍ଧି ଟ୍ରକ୍ ଚଲାଏ ତେବେ ୨୦୦୦ ଟଙ୍କା ଫାଇନ ଦେବାକୁ ପଡିବ। ଏବେ ଟ୍ରାଫିକ୍ ପୋଲିସର ନଜରେ ରହିଛନ୍ତି ଟ୍ରକ୍ ଡ୍ରାଇଭର। ମୋଟର ଭେଇକିଲ ଆକ୍ଟ-୨୦୧୯ ଅନୁସାରେ ଡ୍ରାଇଭିଂ ସମୟରେ ଡ୍ରେସ-କୋଡକୁ ମଧ୍ୟ ପାଳନ କରିବା ଦରକାର। ଡ୍ରେସ୍ କୋର୍ଡ ଟ୍ରାଫିକ୍ ରୁଲରେ ପ୍ରାୟ ୧ ଦଶକ ପୂର୍ବରୁ ଅଧିକ ସମୟ ଧରି ରହିଥିଲା। ତେବେ ଏହାକୁ ଲାଗୁ କରାଯାଇନଥିଲା।

ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଡ୍ରାଇଭର ଏବେ ଫୁଲ ପ୍ୟାଣ୍ଟ, ସାର୍ଟ କିମ୍ବା ଟି-ସାର୍ଟ ଓ ଜୋତା ପିନ୍ଧିବାକୁ ବାଧ୍ୟତାମୂଳକ କରିଦେଇଛନ୍ତି। ଏହାଛଡା ସ୍କୁଲ ବାହାନର ଚାଳକଙ୍କ ପାଇଁ ମଧ୍ୟ ୟୁନିଫର୍ମ ବାଧ୍ୟତାମୂଳକ କରିଦେଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ଅନୁସାରେ ଲକ୍ଷ୍ନୌର ଏଏସପି(ଟ୍ରାଫିକ୍) ପୂର୍ଣେ୍ଣନ୍ଦୁ ସିଂ କହିଛନ୍ତି ଡ୍ରେସ କୋଡ ମୋଟର ଭେଇକିଲ ଆକ୍ଟରେ ୧୯୩୯ରେ ସାମିଲ କରାଯାଇଛି ଓ ଯେତେବେଳେ ଏଥିରେ ୧୯୮୯ରେ ସଂଶୋଧିକ କରାଯାଇଛି, ସେତେବେଳେ ଏହାର ଉଲଂଘନ ଉପରେ ୫୦୦ ଟଙ୍କାର ଜୋରିମନା ରଖାଯାଇଥିଲା। କିନ୍ତୁ ଏବେ ଜରିମନା ରାଶି ୨,୦୦୦ ଟଙ୍କା କରିଦିଆଯାଇଛି। ପୋଲିସ ଅଧିକାରୀମାନେ କହିଛନ୍ତି, ସ୍କୁଲ ବାହାନର ଡ୍ରାଇଭରକୁ ମଧ୍ୟ ସମ୍ପୂର୍ଣ୍ଣ ନିୟମ-କାଇଦାରେ ଗାଡି ଚଳାଇବା ସହଜ ହେବ।

ସମ୍ବନ୍ଧିତ ଖବର