PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଗ୍ରାଜୁଏଟ୍‌ ହେଲେ ମାଧୁରୀ ଦୀକ୍ଷିତ୍‌ଙ୍କର ବଡ଼ ପୁଅ ଅରିନ୍‌, ଅଭିନେତ୍ରୀ ଫଟୋ ସେୟାର କରି ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ ସୋସିଆଲ ମିଡ଼ିଆରେ ନିଜର ଫିଲିଙ୍ଗସ୍ ସର୍ବଦା ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । ଅଭିନେତ୍ରୀ ନିଜର ପର୍ସନାଲ ଲାଇଫ୍‌ରେ ମଧ୍ୟ ପ୍ରଶଂସକଙ୍କୁ ଖୁବ୍‌ ଆକର୍ଷିତ କରିବା ନଜର ଆସିଥାଏ । ମାଧୁରୀ ଏହି ସମୟରେ ବହୁତ ଖୁସି ଅଛନ୍ତି। ଏହି ଖୁସିର କାରଣ ତାଙ୍କର ପୁଅ। ବାସ୍ତବରେ ଅଭିନେତ୍ରୀଙ୍କର ବଡ଼ ପୁଅ ଅରିନ୍‌ ହାଇ ସ୍କୁଲ୍‌ ପାସ୍‌ କରିଛନ୍ତି ଏବଂ ସେ ଭଲ ମାର୍କ ରଖି ଗ୍ରାଜୁଏଟ୍‌ ହୋଇଛନ୍ତି । ମାଧୁରୀ ଦୀକ୍ଷିତ୍ ଏହି କଥାରେ ବହୁତ ଖୁସି ଅଛନ୍ତି ଏବଂ ସେ ନିଜର ଖୁସି ଏକ ଫଟୋ ସେୟାର କରି ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି।

ମାଧୁରୀ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କର ପୂରା ପରିବାର ଏକାଠି ଠିଆ ହେବାର ନଜର ଆସୁଛି । ଫଟୋରେ ସମସ୍ତଙ୍କ ଚେହେରାରେ ଖୁସିର ଝଲକ ରହିଛି । ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି – ମୋର ଓ ରାମଙ୍କ ପାଇଁ ଏହା ଏକ ପ୍ରାଉଡ୍‌ ମୁମେଣ୍ଟ । ଅରିନ୍‌ ଭଲ ପରଫର୍ମେନ୍ସ ସହ ହାଇ ସ୍କୁଲରୁ ଗ୍ରାଜୁଏଟ୍‌ ହୋଇଛନ୍ତି । ଅରିନ୍‌ଙ୍କୁ ଓ ତାଙ୍କର ପୂରା ଗ୍ରେଜୁଏଟିଂ କ୍ଲାସ୍‌କୁ ବହୁତ ଶୁଭ କାମନା ।