ରଥ ନିର୍ମାଣବେଳେ ରଥଖଳାରେ ମହାରଣା ପିଟାପିଟି, ଅମିନ ଓ ପୁଅ ଗୁରୁତର

attack mada

ପୁରୀ – ରଥ ନିର୍ମାଣ  ବଳେ ଶନିବାରରେ ନିର୍ମାଣରେ ନିୟୋଜିତ ଥିବା କଛି ମହାରଣା ସେବକ ପିଟାପିଟି ହୋଇଥିବା ଅଭିଯୋଗ  ହୋଇଛି । ଏହାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣରେ ନିୟୋଜିତ ଥିବା  ଲକ୍ଷ୍ଣଣ ଓ ସୁଧାକର ମହାପାତ୍ର ଗୁରୁତର ହୋଇଛନ୍ତି।

ଶ୍ରୀମନ୍ଦିର ପକ୍ଷରୁ ରଥ ନିର୍ମାଣ ବେଳେ ଖାଦ୍ୟ ଦିଆଯାଉଛି । ଏହି ସମୟରେ  ଥଟ୍ଟା ତାମସାକୁ ନେଇ  ସୁଭଦ୍ରାଙ୍କ ରଥ ନିର୍ମାଣରେ ନିୟୋଜିତ ଥିବା  ମୁଖ୍ୟ ମହାରଣାଙ୍କ ପୁଅ ନାରୁଆ ମହାରଣା ଓ ତାଙ୍କର ପରିବାର ଅନ୍ୟ କିଛି ଲୋକ ମଳିତ ଭାବେ ଆକ୍ରମଣ କରିଥିବା ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଲକ୍ଷ୍ମଣ ଚେତା ହରାଇ ପଡିଥିବା ବେଳେ ଭୋଇ ସେବକମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତ କରିଥିଲେ ।  ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ବି ଆଲୋଚନା ହେଉଛି ।

ସିଂହଦ୍ୱାର ଥାନାରେ ୪୩/୨୦ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ଅନୁସନ୍ଧାନ କରାଯାଉଛି ବୋଲି ସିଂହଦ୍ୱାର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଅନ୍ଧାରରେ ରହିଲା ହ୍ବାଇଟ ହାଉସ, ଟ୍ରମ୍ପଙ୍କୁ ବଙ୍କର ଭିତରେ ନେବାକୁ ପଡିଲା ଶରଣ

ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌