ପୋଡି ହୋଇ ମହିଳା ଗୁରୁତର – ଘର ଆଗରୁ ମିଳିଲା କିରୋସିନ୍ ଏବଂ‌ ପୋଡା ଲୁଗା

ନୀଳଗିରି –  ନୀଳଗିରି ଏନ୍‌ଏସିରେ ଅଘଟଣ । ରାତି ଅଧରେ ନିଆଁରେ ପୋଡି ହୋଇ  ମହିଳା ଗୁରୁତର ହୋଇଛନ୍ତି।  ଗୁରୁତର ମହିଳାଙ୍କୁ ପ୍ରଥମେ ନୀଳଗିରି ଏନ୍‌ଏସି ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମହିଳାଙ୍କ ଘର ଆଗରୁ କିରୋସିନ୍‌ ଓ ପୋଡା ଲୁଗା ମିଳିଥିବାରୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ